ହନୁମାନଙ୍କଠାରୁ ଏହି ଗୁଣ ଶିଖିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ, ଉତ୍ତମ ସଂଚାଳନ ପାଇଁ ଏମିତି କୌଶଳ ପ୍ରୟୋଗ କରନ୍ତି ପବନପୁତ୍ର

ହିନ୍ଦୁ ଶାସ୍ତ୍ରରେ ଥିବା ସମସ୍ତ ଦେବାଦେବୀ ପୂଜନୀୟ। ମାତ୍ର ପ୍ରତ୍ୟେକ ଦେବାଦେବୀ ଭିନ୍ନ ଭିନ୍ନ ଶ୍ରେଣୀଭୂକ୍ତ। ସମସ୍ତଙ୍କ ପାହ୍ୟା ସ୍ୱତନ୍ତ୍ର। ହେଲେ ପବନପୂତ୍ର ହନୁମାନଙ୍କୁ ମୁଖ୍ୟ ଭୂମିକା ଦିଆଯାଇଛି। ବଜରଙ୍ଗବାଲୀଙ୍କର ବଳ ଓ ବୁଦ୍ଧି ଅନ୍ୟ ସମସ୍ତଙ୍କଠାରୁ ଅଧିକ। ବିଶ୍ୱାସ ରହିଛି ଯେ ବଜରଙ୍ଗବାଲୀଙ୍କ ପୂଜା କରିବା ଦ୍ୱାରା ସବୁ ଗ୍ରହଙ୍କୁ ଶାନ୍ତ ରଖାଯାଇପାରେ।

ହିନ୍ଦୁ ଧର୍ମର ପୁରାଣଶାସ୍ତ୍ର ଓ ଦେବାଦେବୀଙ୍କ ଚରିତ୍ର କେବଳ ପୂଜା ପାଇବା ପାଇଁ ନୁହେଁ। ଜୀବନକୁ ସୁଢଙ୍ଗରେ ଚଳାଇବା ପାଇଁ ଅନେକ ଉପଦେଶ ଏଥିରେ ଲୁଚି ରହିଛି, ଯାହାକୁ କି ଆମେ ଜାଣିପାରି ବାସ୍ତବ ଜୀବନରେ ପ୍ରୟୋଗ କରିବା ଉଚିତ।

kannadaprabha.com

କେଉଁ ସ୍ଥାନରେ ଜଣେ ବ୍ୟକ୍ତିକୁ ସମର୍ପଣ ଭାବ ରଖିବା ଉଚିତ, କେଉଁ ଜାଗାରେ କୌଶଳତା ଅବଲମ୍ବନ କରିବା ଉଚିତ ଓ କେଉଁ ଜାଗାରେ ନିଜର ଟାଣପଣ ରଖିବା ଉଚିତ ତାହା ଆମେ ବଜରଙ୍ଗବାଲୀ ହନୁମାନଙ୍କଠାରୁ ଶିଖିବା ଜରୁରୀ।

ଯଦିଓ ପବନପୁତ୍ର ହନୁମାନ ଈଶ୍ୱରଙ୍କ ଅବତର ମାତ୍ର ତାଙ୍କ ଭିତରେ ଏକ ଉତ୍ତମ ସଂଚାଳନ କଳା ଅଛି ଯାହା ଆମେ ସମସ୍ତେ ଶିଖିବା ଉଚିତ।

ସମ୍ବନ୍ଧିତ ଖବର