/sambad/media/post_attachments/wp-content/uploads/2018/03/Facebook-Revenue_Infographics_2.jpg)
ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି ଯେ, ସୋସିଆଲ୍ ମିଡିଆର ସବୁଠୁ ଚର୍ଚ୍ଚିତ ‘ଫେସ୍ବୁକ୍’ ବ୍ୟକ୍ତିଗତ ବିଜ୍ଞାପନ ବିକ୍ରି କରିବାରେ ଆହୁରି ଅଧିକ ସଫଳ ହୋଇଛି। ୨୦୧୭ରେ କମ୍ପାନୀ ପ୍ରାୟ ୪୦୦୦ କୋଟି ଡଲାର୍ ବିଜ୍ଞାପନରୁ ଆୟ କରିଛି, ଯାହା ଗ୍ଲୋବଲ୍ ଅନ୍ଲାଇନ୍ ବିଜ୍ଞାପନ ବଜାରର ୨୦ ପ୍ରତିଶତ ହେବ। ଫେସ୍ବୁକ୍ର ସମ୍ପୂର୍ଣ୍ଣ ଆୟର ୯୮% ହେଉଛି କେବଳ ବିଜ୍ଞାପନର ଆୟ।
/sambad/media/post_attachments/wp-content/uploads/2018/03/Facebook-Revenue_Infographics_3.jpg)
/sambad/media/post_attachments/wp-content/uploads/2018/03/Facebook-Revenue_Infographics_4.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Facebook-Revenue_Infographics_1.jpg)