ସମୟର ପରିବର୍ତ୍ତନ: ୧୯୪୭ ଓ ୨୦୧୮ରେ ଭାରତରେ କ’ଣ ସବୁ ପରିବର୍ତ୍ତନ ହୋଇଛି

ଆଜି ୧୫ ଅଗଷ୍ଟ, ୨୦୧୮, ଭାରତର ୭୨ତମ ସ୍ୱାଧୀନତା ଦିବସ। ୧୯୪୭ ମସିହା ଯାଏଁ ଭାରତ ବ୍ରିଟିସମାନଙ୍କ ଦ୍ୱାରା ଶାସିତ ହେଉଥିଲା। ସେ ସମୟରେ ଜିନିଷ ବହୁ ଅଲଗା ଥିବା ବେଳେ ବର୍ତ୍ତମାନ ସେ ସବୁର ଅନେକ ପରିବର୍ତ୍ତନ ହୋଇ ଯାଇଛି। ଜାଣନ୍ତୁ, ସେ ସମୟରେ କେଉଁ ଜିନିଷ କ’ଣ ଥିଲା ଓ ଦେଶ ସ୍ୱାଧୀନ ହେବା ପରେ ବର୍ତ୍ତମାନ ୭୨ ବର୍ଷରେ ତାହାର କ’ଣ ପରିବର୍ତ୍ତନ ହୋଇଛି।

 

ଜନସଂଖ୍ୟା
୧୯୪୭ – ୩୩ କୋଟି
୨୦୧୮ – ୧୩୦ କୋଟି

ଅଧିକ ପଇସା ଆୟ କରିଥିବା ଚଳଚ୍ଚିତ୍ର
ଜୁଗ୍‌ନୁ – ୫୦ ଲକ୍ଷ ଟଙ୍କା
ସଞ୍ଜୁ – ୫୯୦ କୋଟି ଟଙ୍କା

ସିନେମା ହଲ୍‌ରେ ଟିକଟ ମୂଲ୍ୟ
୧୯୪୭ –୨୫ ପଇସା
୨୦୧୮ – ୧୫୦-୩୦୦ ଟଙ୍କା

ବ୍ୟକ୍ତିଗତ ପରିବହନ
୧୯୪୭ –ସାଇକେଲ
୨୦୧୮ –କାର

ସେୟାର୍‌ (ମିଳିତ) ପରିବହନ
ଟୋଙ୍ଗା (ଘୋଡ଼ାଗାଡ଼ି) – ୨ ଟଙ୍କା (୩ କିମି)
କ୍ୟାବ୍‌/ଟ୍ରେନ୍‌/ବସ୍‌ – ୮୦-୧୦୦ ଟଙ୍କା (୩ କିମି)

କ୍ଷୀର (ଲିଟର ପ୍ରତି)
୧୯୪୭ – ୦.୧୨ ଟଙ୍କା
୨୦୧୮ –୪୦-୫୦ ଟଙ୍କା

ସୁନା ମୂଲ୍ୟ (୧୦ ଗ୍ରାମ ପ୍ରତି)
୧୯୪୭ –୮୮. ୬୨ ଟଙ୍କା
୨୦୧୮ –୩୫, ୫୯୫ ଟଙ୍କା

ଏକ୍ସ୍‍ଚେଞ୍ଜ୍‌ ମୂଲ୍ୟ (ଆମେରିକୀୟ ଡଲାର୍‌ ଓ ଭାରତୀୟ ଟଙ୍କା)
୧୯୪୭ –୧ ଡଲାର୍‌ = ୧ ଟଙ୍କା
୨୦୧୮ –୧ ଡଲାର୍‌ = ୭୦. ୦୮ ଟଙ୍କା

ସୌଜନ୍ୟ: ଟାଇମ୍ସ୍‌ ଅଫ୍‌ ଇଣ୍ଡିଆ
ସମ୍ବନ୍ଧିତ ଖବର