ସିଗାରେଟ୍‌ ଛାଡ଼ିବା ପାଇଁ କଷ୍ଟ ହେଉଛି କି? ଅତି ସହଜ ଉପାୟରେ ଛାଡ଼ନ୍ତୁ ସିଗାରେଟ୍‌ ଧୂମପାନ

NRT ମାଧ୍ୟମରେ ଛାଡ଼ନ୍ତୁ ସିଗାରେଟ୍‌: ତମ୍ବାକୁ ବା ସିଗାରେଟ୍‌ ବ୍ୟତୀତ କୌଣସି ଅନ୍ୟ ଉପାୟ ଦ୍ୱାରା ଶରୀରକୁ ନିକୋଟିନ୍‌ ପହଞ୍ଚାଇବାକୁ “ନିକୋଟିନ୍‌ ରିପ୍ଲେସ୍‌ମେଣ୍ଟ୍‌ ଥେରାପି (NRT)” କୁହନ୍ତି। ଏହା ବିଷୟରେ ଅଧିକ ଜାଣନ୍ତୁ ଓ ଧୂମପାନ ଛାଡ଼ିବା ପାଇଁ ସାହାଯ୍ୟ ନିଅନ୍ତୁ।

ସିଗାରେଟ୍‌ ଛାଡ଼ିବା ପାଇଁ: ନିକୋଟିନ୍‌ ରିପ୍ଲେସ୍‌ମେଣ୍ଟ୍‌ ଥେରାପି (NRT)ର ବ୍ୟବହାର। ଥେରାପି ଦ୍ୱାରା ସ୍ମୋକିଙ୍ଗ୍‌ (ଧୂମପାନ) ଛାଡ଼ିବାର ୫୦-୭୦% ସମ୍ଭାବନା ରହିଥାଏ। ଥେରାପିରେ ଏହି ସବୁ ଜିନିଷର ସାହାଯ୍ୟ ନିଆଯାଇଥାଏ – ଚୁଇଙ୍ଗମ୍‌, ସ୍ପ୍ରେ, ଇନ୍‌ହେଲର, ପୈଚ୍‌। ଧୂମପାନ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ସମୟ ଲାଗିବ ୧୨ ସପ୍ତାହ।

ସମ୍ବନ୍ଧିତ ଖବର