ଅନ୍‌ଲାଇନ୍‌ ବା ଇଣ୍ଟର୍‌ନେଟ୍‌ରେ ନିଜକୁ କେମିତି ସୁରକ୍ଷିତ ରଖିବେ?

ଆଜିକାଲି ଇ-କମର୍ସ୍‌ରୁ ଜିନିଷ କିଣିବା, ଅନ୍‌ଲାଇନ୍‌ ଟିକେଟ୍‌ ବୁକିଙ୍ଗ୍‌ କରିବା ବା ଅନ୍ୟାନ୍ୟ ସେବା, ଅନ୍‌ଲାଇନ୍‌ ନେଣଦେଣ ଦ୍ୱାରା ଅନେକ ସୁବିଧା ହୋଇଥାଏ । କିନ୍ତୁ ବେଳେବେଳେ ଡାଟା ଥେପ୍ଟ୍‌ ଓ ହ୍ୟାକିଙ୍ଗ୍‌, ତଥ୍ୟ ଚୋରି ହେବାର ଆଶଙ୍କା ହେତୁ ସିକ୍ୟୁରିଟି ପାଇଁ ସଙ୍କଟ (risk) ହୋଇଥାଏ। କେମିତି ନିଜ ତଥ୍ୟକୁ ଅନ୍‌ଲାଇନ୍‌ରେ ସୁରକ୍ଷିତ କରିପାରିବେ ସେ ନେଇ କିଛି ଟିପ୍ସ।

ସମ୍ବନ୍ଧିତ ଖବର