ନୂଆଦିଲ୍ଲୀ: ଦୁବାଇରେ ଦମ୍ ଦେଖାଇ ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟନ ଭାରତ ହେବା ପରେ ପଡିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଚିତ୍ର । ଖୁସିର ସୀମା ଡେଇଁଥିଲା, ଶୁଭେଚ୍ଛା ସାରା ବିଶ୍ବରୁ ଛୁଟୁଥିଲା ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଗୋଟି ଗୋଟି ଖୁସିର ମୁହୂର୍ତ୍ତ ଦେଖି ଆମ ଛାତି ଖୁସିରେ କୁଣ୍ଢେ ମୋଟ ହେଉଥିଲା । ବିଜୟୀ ଟିମ୍ ଧଳା କୋଟ୍ ପିନ୍ଧିବାର ନଜର ଆସିଥିଲେ । ଧଳା କୋଟ୍ ପିନ୍ଧି ସମସ୍ତେ ଫଟୋ ସେସନରେ ସାମିଲ ହୋଇଥିଲେ ଠିକ୍ ୨୦୨୩ରେ ଧୋନୀଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଜିତିବା ପରେ ଧଳା କୋଟ୍ ପିନ୍ଧିବା ପରି । ସେହି ସମୟର ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି । ତେବେ ଅନେକଙ୍କ ମନରେ ପ୍ରଶ୍ନ କାହିଁକି ବିଜେତା ଟିମ୍ ଧଳା କୋର୍ଟ ପିନ୍ଧନ୍ତି ? ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ...
ଚାମ୍ପିୟନ୍ସ ଟ୍ରଫିରେ କାହିଁକି ଧଳା ଜ୍ୟାକେଟ୍ ପିନ୍ଧନ୍ତି ବିଜେତା ଟିମ୍ ?
/sambad/media/media_files/2025/03/10/jT4aGpOqHBvoQojjL6Fq.jpg)