ବିଶେଷବିନା ଇଣ୍ଟର୍ନେଟ୍ରେ ଭାରତ ବଞ୍ଚିପାରିବ ନାହିଁ!ଇଣ୍ଟର୍ନେଟ୍ ବ୍ୟବହାର କରିବାରେ ଭାରତ ସବୁଠୁ ଆଗରେbySambad DigitalbySambad Digital 12 Oct 2017 20:30 IST Link copied!Copy failed!ବର୍ତ୍ତମାନ ଦୁନିଆରେ ଇଣ୍ଟର୍ନେଟ୍ ସବୁ ସ୍ଥାନରେ ପହଞ୍ଚିଯାଇଛି ଓ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଏକ ବିଶ୍ୱସ୍ତରୀୟ ସର୍ଭେରେ ତିନି ଭାଗରୁ ଅଧିକ ଲୋକଙ୍କ କହିବା ଅନୁସାରେସେମାନେ ବିନା ଇଣ୍ଟର୍ନେଟ୍ରେ ବଞ୍ଚିପାରିବେ ନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ ଯାହା ହେଉଛି ୮୨ ପ୍ରତିିଶତ, ତାଙ୍କ ମତ ଅନୁସାରେ ଓ୍ଵାଲ୍ଡ୍ର୍ ଓ୍ଵାଇଡ୍ େଓ୍ଵବ୍ (WWW) ବିନା ଜୀବନ ନାହିଁ! ଯାହା ଆମେରିକାକୁ ମଧ୍ୟ ବାଦ୍ ଦେଇ ଦେଇଛି ଓ ୭୩ ପ୍ରତିଶତ ମଧ୍ୟ କହୁଛନ୍ତି କି WWW ବିନା ବଞ୍ଚିହେବ ନାହିଁ....Advertisment• ଅଧିକ ମୋବାଇଲ ଫୋନ୍ ଇଣ୍ଟର୍ନେଟ୍ ବ୍ୟବହାରକାରୀ• ୨୦୧୬ରେ ଭାରତର ୩୨ କୋଟି ୩୦ ଲକ୍ଷ ଅର୍ଥାତ୍ ୨୪.୩ ପ୍ରତିଶତ ଲୋକ ମୋବାଇଲ ମାଧ୍ୟମରେ ଇଣ୍ଟର୍ନେଟ୍ ବ୍ୟବହାର କରିଛନ୍ତି IndiabySambad DigitalbySambad Digital 12 Oct 2017 20:30 IST Link copied!Copy failed!