ତାଜ ମହଲ ଓ ଲାଲ୍‌ କିଲ୍ଲା ଏବଂ ଅନ୍ୟ କିଛି ସ୍ଥାପତ୍ୟର ନିର୍ମାଣରେ ବୈଦିକ ପ୍ରଭାବ ରହିଥିବାର ଫଟୋଚିତ୍ରର ଅନୁଶୀଳନରୁ ଜଣାଯାଏ। ଦିଆଯାଇଥିବା କିଛି ଛବିରେ ଦେଖନ୍ତୁ ଓ ଚିନ୍ତା କରନ୍ତୁ ଏହା କ’ଣ?

Advertisment

publive-image

ବର୍ତ୍ତମାନ ପୃଥିବୀର ୭ଟି ସପ୍ତାଶ୍ଚର୍ଯ୍ୟ (ସେଭେନ୍‌ ଓ୍ଵଣ୍ଡର୍ସ୍‌) ମଧ୍ୟରୁ ଗୋଟିଏ ହେଉଛି ତାଜ ମହଲ। ଯାହାକୁ କୁହାଯାଏ ପ୍ରେମର ପ୍ରତୀକ, ଏହାକୁ ସମ୍ରାଟ ଶାହାଜାହାନ୍‌ ତାଙ୍କ ପତ୍ନୀ ମୁମତାଜ୍‌ ମହଲଙ୍କ ସ୍ମୃତିରେ ତିଆରି କରିଥିଲେ। ଇତିହାସରେ ଏହା ବର୍ଣ୍ଣିତ ଥିବାବେଳେ ଏବେ କିଛି ନୂଆ ତଥ୍ୟ ଆସିଛି, ଯାହା ତାଜମହଲ ପୂର୍ବରୁ ଏକ ଶିବ ମନ୍ଦିର ଥିଲା ବୋଲି ସୂଚାଉଛି।

publive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-imagepublive-image Source: krishnapath.org