ହ୍ଵାଟସ୍‌ ଆପରୁ ଡିଲିଟ୍‌ କରିଥିବା ମେସେଜ୍‌କୁ ପୁଣି ପଢ଼ିବାର ଟ୍ରିକ୍‌ ଜାଣନ୍ତୁ

କିଛିଦିନ ପୂର୍ବରୁ ହ୍ଵାଟସ୍‌ ଆପ ଆରମ୍ଭ କରିଥିଲା ସେଣ୍ଟ୍‌ ମେସେଜ୍‌ ୭ ମିନିଟ୍‌ରେ ଡିଲିଟ୍‌ କରିବା ଅପ୍‌ସନ୍‌। ବର୍ତ୍ତମାନ ଡିଲିଟ୍‌ ହୋଇଥିବା ମେସେଜ୍‌ ପୁଣି ପଢ଼ିପାରିବେ। ଏଥିପାଇଁ ଅତି ସହଜ ଉପାୟ ରହିଛି, ଗୁଗଲ ପ୍ଲେ ଷ୍ଟୋର୍‌ରୁ ଏକ ଫ୍ରି ଆପ୍‌ ଟାଇମ୍‌ ଲାଇନ୍‌ ନୋଟିଫିକେସନ୍‌ ହିଷ୍ଟ୍ରି (Timeline Notification History) ଡାଉନ୍‌ଲୋଡ଼୍‍ କରନ୍ତୁ ଓ ଏମିତି ବ୍ୟବହାର କରନ୍ତୁ….

Courtesy: DainikBhaskar
ସମ୍ବନ୍ଧିତ ଖବର