ଲକ୍ଷ୍ମୀଙ୍କ ମନ୍ତ୍ରଗୁଡିକୁ ସିଦ୍ଧି ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହାର ପ୍ରତ୍ୟେକ ମନ୍ତ୍ରରେ ଶକ୍ତି ଅଛି । ଏହି ମନ୍ତ୍ରଗୁଡିକ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ ଅସୁବିଧାରୁ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ ଅସୁବିଧାରୁ ରକ୍ଷା କରିଥାଏ । ଏଭଳି କେତେକ ମନ୍ତ୍ର ପାଠ କଲେ ଜାଣନ୍ତୁ କେଉଁ ଫାଇଦା ମିଳିଥାଏ ।
୧. ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମନ୍ତ୍ର -
ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ
୨.ସମସ୍ତପ୍ରକାରର ପ୍ରାଚୁର୍ଯ୍ୟ ପ୍ରାପ୍ତ କରିବା ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର -
ଓଁ ହ୍ରିଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୈ ନମଃ
୩. ଅଧିକ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର
ଓଁ ଶ୍ରୀଂ ଶ୍ରୀ-ଐ ନମଃ!
/sambad/media/post_attachments/wp-content/uploads/2018/07/laxmi-mantra-indian-astrology.com_-300x216.jpg)
୪. ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର
ଓଁ ମହା ଦୈବୈଚ ବିଦ୍ମହେ, ବିଷ୍ଣୁ ପତ୍ନୀଚ ଧୀମହି, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/laxmi09.jpg)