Sambad icon

0

user
  • Bookmarks
  • Profile
  • Log Out
ସବସ୍କ୍ରାଇବ କରନ୍ତୁ
  • ଦେଶ- ବିଦେଶ
  • ଦିହକୁ ନେବେନି
  • ରାଜ୍ୟ
  • ଜିଲ୍ଲା
    • ଭଦ୍ରକ
    • ବୌଦ୍ଧ
    • କଟକ
    • ଦେବଗଡ଼
    • ଢେଙ୍କାନାଳ
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଯାଜପୁର
    • ଝାରସୁଗୁଡ଼ା
    • କଳାହାଣ୍ଡି
    • କନ୍ଧମାଳ
    • ଅନୁଗୁଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ମୟୂରଭଞ୍ଜ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ
  • ଦେଶ- ବିଦେଶ
  • ଦିହକୁ ନେବେନି
  • ରାଜ୍ୟ
  • ଜିଲ୍ଲା
    • ଭଦ୍ରକ
    • ବୌଦ୍ଧ
    • କଟକ
    • ଦେବଗଡ଼
    • ଢେଙ୍କାନାଳ
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଯାଜପୁର
    • ଝାରସୁଗୁଡ଼ା
    • କଳାହାଣ୍ଡି
    • କନ୍ଧମାଳ
    • ଅନୁଗୁଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ମୟୂରଭଞ୍ଜ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ମହାନଗର
  • ଖେଳ
  • ଅର୍ଥନୀତି
  • ରାଜନୀତି
  • ମନୋରଞ୍ଜନ
  • ବିଶେଷ
  • ଅପରାଧ
  • ଜୀବନଚର୍ଯ୍ୟା
  • ରାଶିଫଳ
  • ସମ୍ପାଦକୀୟ
  • ପୁନଶ୍ଚ ପୃଥିବୀ
  • Authors

Powered by :

Advertisment
ବିଶେଷ

ଅଧ୍ୟାପକ-ଅଧ୍ୟାପିକାଙ୍କ ବଡ଼ ପଣ: ପାଣ୍ଠି ସଂଗ୍ରହ କରି ୫୦ ଜଣ ଛାତ୍ରଛାତ୍ରୀଙ୍କ କଲେଜ୍‌ ଫି ଭରିଲେ

Bandana Mishra profile image
bySambad Digital
bySambad Digital
02 Sep 2020 20:13 IST
 Image for representation
Image for representation
ଗାଡାଗ୍: କୋଭିଡ୍-୧୯ ପାଇଁ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ବହୁପରିବାର ସେମାନଙ୍କର ରୋଜଗାରର ଉତ୍ସ ହରାଇଥିବା ବେଳେ କିଛି ସହୃଦୟ ବ୍ୟକ୍ତିଙ୍କ ଉଦାରତା ଆଶାର କିରଣ ପାଲଟୁଛି । କର୍ଣ୍ଣାଟକର ଗାଡଗ ଜିଲ୍ଲାର ଶିରାହଟ୍ଟୀଠାରେ ଥିବା ଏକ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମହାନତା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।  କଲେଜ୍‌ ଅଧ୍ୟାପକ ଓ ଅଧ୍ୟାପିକାମାନେ ପାଣ୍ଠି ଯୋଗାଡ଼ କରି ୫୦ ଜଣ ପିଲାଙ୍କର ସ୍କୁଲ୍‌ ଫି ଭରିଛନ୍ତି ବୋଲି ଜାଣିବାକୁ ମିଳିଛି।
ସହରର ଏଫଏମ୍ ଡାବଲି ଆର୍ଟସ କଲେଜର ମୋଟ ୧୧ ଜଣ ଅଧ୍ୟାପକ ମିଶି ୫୦ ଜଣ ଛାତ୍ରଛାତ୍ରୀଙ୍କର ପ୍ରି-ୟୁନିଭରସିଟି ପାଠ୍ୟକ୍ରମର ପ୍ରଥମ ଏବଂ ଦ୍ୱିତୀୟ ବର୍ଷରେ ନାମ ଲେଖାଇଛନ୍ତି। ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ବାରା ପ୍ରେରିତ ହୋଇ କଲେଜ ପରିଚାଳନା ମଧ୍ୟ ବହୁ ଛାତ୍ରଛାତ୍ରୀଙ୍କୁ ପ୍ରାୟୋଜିତ କରିଥିବା ସୂଚନା ରହିଛି। 

publive-image New Indian Express

ଏପରି ସହାୟତା ପାଇବା ପରେ ସୁରୁନ ନାମକ ଜଣେ ଛାତ୍ର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ଯେହେତୁ ମୋର ବାପାମାଆ ଦିନ ମଜୁରିଆ, ପରିବାର ପ୍ରତିପୋଷଣ ପାଇଁ ମୋତେ ମଧ୍ୟ କାମ କରିବାକୁ ପଡ଼େ। କଲେଜ୍‌ ଫି ବାବଦରେ ମୋତେ ୩ ହଜାର ଟଙ୍କା ଦେବାକୁ ପଡ଼ିଥାନ୍ତା। ଏହି କାରଣରୁ ମୁଁ ମୋର ପାଠ ପଢ଼ା ପ୍ରାୟ ଛାଡ଼ି ଦେଇଥାନ୍ତି। ମାତ୍ର କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉଦାରତା ପାଇଁ ମୁଁ ପୁଣି ଥରେ ପାଠ ପଢ଼ିବାକୁ ସମର୍ଥ ହେଲିି। ସମସ୍ତଙ୍କୁ ମୁଁ ମୋ ଅନ୍ତରରୁ କୃତଜ୍ଞତା ଜଣାଉଛି।’
Bandana Mishra profile image
bySambad Digital
bySambad Digital
02 Sep 2020 20:13 IST
Advertisment
Advertisment
Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
ସବସ୍କ୍ରାଇବ କରନ୍ତୁ
Powered by


Subscribe to our Newsletter!




Powered by