କେବଳ ଗୋଟିଏ କଲ୍‌ କରି ଫୋନ୍‌ ନମ୍ବରକୁ ଆଧାର ସହ ଲିଙ୍କ୍‌ କରନ୍ତୁ

ଫୋନ୍‌ ନମ୍ବରକୁ ଆଧାର ସହ ଲିଙ୍କ୍‌ କରିବାର ସବୁଠୁ ସହଜ ଉପାୟ ଜାଣନ୍ତୁ

ସମସ୍ତ ମୋବାଇଲ୍‌ ଉପଭୋକ୍ତାଙ୍କୁ ନିଜର ଆଧାର କାର୍ଡ୍‍ ସହ ମୋବାଇଲ୍‌ ନମ୍ବରକୁ ୬ ଫେବୃଆରି ୨୦୧୮ ପର୍ଯ୍ୟନ୍ତ ଲିଙ୍କ୍‌ କରିବା ଜରୁରୀ। ଟେଲିକମ୍‌ କମ୍ପାନୀ ଗୁଡ଼ିକ ୧ ଡିସେମ୍ବରରୁ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵର୍ଡ୍‌ (OTP) ମାଧ୍ୟମରେ ଆଧାର ଭାରିଫିକେସନ୍‌ ପ୍ରୋସେସ୍‌ ଆରମ୍ଭ କରିଦେଇଛନ୍ତି। ଏହି ପ୍ରୋସେସ୍‌କୁ ଛାଡ଼ି ଆହୁରି ଏକ ସହଜ ଉପାୟ ବି ଅଛି, ଯେଉଁ ମାଧ୍ୟମରୁ ଆପଣ ଆପଣଙ୍କ ନମ୍ବର ଆଧାର କାର୍ଡ୍‍ ସହ ଲିଙ୍କ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କଲ୍‌ କରିବା ପାଇଁ ପଡ଼ିବ ଆଉ ଆପଣଙ୍କ ନମ୍ବର ଆଧାର ସହ ଲିଙ୍କ୍‌ ହୋଇଯିବ। ଏହା ଅଟୋମେଟେଡ୍‌ ଟେଲିକମ୍‌ ସିଷ୍ଟମ୍‌ ଅଟେ, ଯାହା ଆପଣଙ୍କ ସହ କଥା ହୁଏ, ଏଥିରେ IVR ହେଲ୍‌ପଲାଇନ୍‌ ମାଧ୍ୟମରୁ ଆପଣଙ୍କ ନମ୍ବର ଲିଙ୍କ୍‌ ହୋଇଯିବ। ଜାଣନ୍ତୁ ଏହି ଛୋଟ ଓ ସରଳ ୫ଟି ଷ୍ଟେପ୍‌ ଜରିଆରେ….

 

ସମ୍ବନ୍ଧିତ ଖବର