ଏହି ଖଟଟିକୁ ଦେଖିଲେ ଲାଗିବ ସତେ ଯେମିତି ଏହା ଶୂନ୍ୟରେ ଝୁଲିଛି। କିନ୍ତୁ ପ୍ରକୃତରେ ତାହା ନୁହେଁ। ଏହି ଖଟଟିର ଚାରିପଟେ ପାୱାରଫୁଲ୍ ମ୍ୟାଗ୍ନେଟ୍ ରହିଛି। ଅାଉ ସେହି ମ୍ୟାଗ୍ନେଟ୍ ସହ ଚାରୋଟି ଲୁହା ତାରକୁ ସଂଯୋଗ କରାଯାଇଥିବାରୁ ଖଟଟି ଶୂନ୍ୟରେ ଝୁଲି ରହିପାରୁଛି। ହଠାତ୍ ଯିଏ ଦେଖିବ ସିଏ ଭାବିବ ଯେ, ଏହି ଖଟ ଉପରେ ଶୋଇପଡ଼ିଲେ ହୁଏତ ଛିଡ଼ିକି ତଳେ ପଡ଼ିଯିବ। ହେଲେ ଜାଣିଲ ଆଶ୍ଚର୍ଯ୍ୟ ହେବେ ଏଥିରେ ଲାଗିଥିବା ପାୱାର୍ଫୁଲ୍ ମ୍ୟାଗ୍ନେଟ୍ ଯୋଗୁ ଖଟଟି ପ୍ରାୟ ୯ ଶହ କି.ଗ୍ରାର ଓଜନକୁ ସମ୍ଭାଳିବାେର ସକ୍ଷମ। ସେଥିପାଇଁ ଖଟର ଦାମ୍ ପ୍ରାୟ ୧.୬ ମିଲିୟନ୍ ଡଲାର୍ ରଖାଯାଇଛି।
ମ୍ୟାଗ୍ନେଟିକ୍ ଫ୍ଲୋଟିଂ ବେଡ୍
/sambad/media/post_attachments/wp-content/uploads/2022/07/654s654sg65465gddad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)