ବିଶେଷସାଧାରଣ ଲାପ୍ଟପ୍କୁ ବି ଏମିତି କରିପାରିବେ ଟଚ୍-ସ୍କ୍ରିନ୍ରେ ପରିବର୍ତ୍ତନbySambad DigitalbySambad Digital 21 May 2018 14:39 IST Link copied!Copy failed!Advertismentଅଧିକାଂଶ ଲୋକ ଲାପ୍ଟପ୍ ବ୍ୟବହାର କରିବା ସମୟରେ କି-ବୋର୍ଡ୍ ଓ ମାଉସ୍ର ପ୍ରାୟୋଗ କରିଥା’ନ୍ତି। କିନ୍ତୁ ବର୍ତ୍ତମାନ ଏମିତି ଏକ ଗାଜେଟ୍ ଆସିଛି ଯାହା ଦ୍ୱାରା ଆପଣ ସାଧାରଣ ଲାପ୍ଟପ୍କୁ ଟଚ୍ସ୍କ୍ରିନ୍ କରି ପାରିବେ। ଏହା ଲାପ୍ଟପ୍ର ସ୍କ୍ରିନ୍ ସାଇଜ୍ ହିସାବରେ ଅନ୍ଲାଇନ୍ରେ କିଣାଯାଇ ପାରିବ। ଏହାକୁ ସହଜରେ ଲାପ୍ଟପ୍ ସହ କନେକ୍ଟ୍ କରିହୁଏ।ମ୍ୟାଗ୍ନେଟ୍ ପଏଣ୍ଟ୍ ସାହାଯ୍ୟରେ କରିହୁଏ କନେକ୍ଟ୍: କନେକ୍ଟ୍ କରିବା ପାଇଁ ଲାପ୍ଟପ୍ ସ୍କ୍ରିନ୍ରେ ପ୍ରଥମେ ଦୁଇଟି ମ୍ୟାଗ୍ନେଟ୍ ପଏଣ୍ଟ୍ ଲଗେଇବା ପାଇଁ ପଡ଼ିଥାଏ। ଏହା ପରେ USB ତାରକୁ ଲାପ୍ଟପ୍ ସହ କନେକ୍ଟ୍ କରାହୁଏ। ଉଭୟ କନେକ୍ଟ୍ ହେଲା ପରେ ଲାପ୍ଟପ୍ ସମ୍ପୂର୍ଣ୍ଣ ଭାବେ ଟଚ୍ସ୍କ୍ରିନ୍ ଭାବେ କାମ କରିଥାଏ।bySambad DigitalbySambad Digital 21 May 2018 14:39 IST Link copied!Copy failed!