ନାଗଚ଼ମ୍ପା ଫୁଲଗଛ ଏକ ଉଲ୍ଲେଖନୀୟ ଉଦ୍ଭିଦ ପ୍ରଜାତି। ଏହି ଗଛଟି ଏହାର ସୁନ୍ଦର, ସୁଗନ୍ଧିତ ଫୁଲ ଓ ଅନନ୍ୟ ଫଳ ପାଇଁ ଜଣାଶୁଣା। ଫୁଲର ବାସ୍ନା ବହୁତ ମିଠା। ଏହାର ମଝିରେ ଥିବା ପରାଗକେଶର ସାପର ଫଣା ଓ ତଳେ ଥିବା ଶ୍ବେତମାଦକ ଶିବଲିଙ୍ଗ ଭଳି ଦେଖାଯାଏ ।
/filters:format(webp)/sambad/media/media_files/2025/10/08/1-photo1-credit_-pallabi-mohapatra-2025-10-08-14-46-01.jpg)
ଏହି ଗଛର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର ବଡ଼, କାଠୁଆ ଫଳ ଗୁଡ଼ିକ। ଏହି ଫଳଗୁଡ଼ିକ ପ୍ରାୟ ୧୫ରୁ୨୫ ସେ.ମି ହୋଇଥାଏ। ଏହାର ଆକୃତି ତୋପ ଗୋଲା ପରି।
/filters:format(webp)/sambad/media/media_files/2025/10/08/1-photo2-credit_-pallabi-mohapatra-2025-10-08-14-46-18.jpg)
ନାଗଚ଼ମ୍ପା ଫଳଗୁଡ଼ିକ ସିଧାସଳଖ ଗଛର ଗଣ୍ଡିରୁ ବାହାରି ଥାଏ । ଫଳ ପରିପକ୍ବ ହେବାକୁ ପ୍ରାୟ ୧୮ ମାସ ସମୟ ଲାଗିପାରେ।
/filters:format(webp)/sambad/media/media_files/2025/10/08/1-photo3-credit_-pallabi-mohapatra-2025-10-08-14-46-35.jpg)
ଅଧିକନ୍ତୁ, ନାଗଚ଼ମ୍ପା ଗଛ ଏକ ଜୈବ-ସ୍ବଚକ ଭାବରେ କାର୍ଯ୍ୟକରେ । ଏହାର ଅର୍ଥ ହେଉଛି ଏହାର ପରିସଂସ୍ଥାର ସ୍ବାସ୍ଥ୍ୟକୁ ପ୍ରତିଫଳିତ କରିଥାଏ ଏବଂ ବାୟୁର ଗୁଣବତ୍ତାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ ।
/filters:format(webp)/sambad/media/media_files/2025/10/08/1-photo4-credit_-pallabi-mohapatra-2025-10-08-14-46-53.jpg)
ଏହି ଗଛ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
/filters:format(webp)/sambad/media/media_files/2025/10/08/1-photo5-credit_-pallabi-mohapatra-2025-10-08-14-47-17.jpg)
ଏହି ବୃକ୍ଷ ଏହାର ସୁନ୍ଦର ଓ ବାସ୍ନା ଫୁଲ ପାଇଁ ପ୍ରସିଦ୍ଧ ଅଟେ।
/filters:format(webp)/sambad/media/media_files/2025/10/08/1-photo6-credit_-pallabi-mohapatra-2025-10-08-14-47-51.jpg)
ଏହି ଗଛର ଫୁଲକୁ ଭାରତରେ ଏହାର ଆକୃତି ଯୋଗୁଁ ଧାର୍ମିକ ଦୃଷ୍ଟିରୁ ପବିତ୍ର ବୋଲି ମାନନ୍ତି ।
/filters:format(webp)/sambad/media/media_files/2025/10/08/1-photo7-credit_-pallabi-mohapatra-2025-10-08-14-48-43.jpg)
ଫଟୋ ଓ ଲେଖିକା: ପଲ୍ଲବୀ ମହାପାତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/08/untitled-21-2025-10-08-14-51-40.jpg)