ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ଦ୍ବିତୀୟ ଦିନରେ ମାତାଙ୍କୁ ବ୍ରହ୍ମଚାରିଣୀ ରୂପରେ ପୂଜା କରାଯାଏ ।

Advertisment

ନବରାତ୍ରରଦ୍ୱିତୀୟଦିନରେଭଗବତୀଙ୍କରବ୍ରହ୍ମଚାରିଣୀସରୂପରଆରାଧନାକରାଯାଏମା'ବ୍ରହ୍ମଚାରିଣୀଶୁଭ୍ରବସ୍ତ୍ରପରିହିତା,ଦୁଇହସ୍ତରେକମଣ୍ଡଳୁଜପମାଳାପଦ୍ମଧରିଥାନ୍ତିସେପରମସନ୍ୟାସିନୀଶ୍ରୀଶ୍ରୀଦେବୀଭାଗବତଅନୁସାରେଗିରିରାଜକୁମାରୀପାର୍ବତୀଦେବର୍ଷିନାରଦଙ୍କପରାମର୍ଶରେଭଗବାନଶଙ୍କରଙ୍କୁପତିରୂପେପାଇବାପାଇଁଘଞ୍ଚଜଙ୍ଗଲରେକଠୋରତପଆରମ୍ଭକରନ୍ତିପ୍ରଥମସେହଜାରବର୍ଷସେଫଳମୂଳଖାଇତପସ୍ୟାକରନ୍ତିପରବର୍ତ୍ତିହଜାରବର୍ଷକେବଳଶାଗଗ୍ରହଣକରିତାପରେଆଉତିନିହଜାରବର୍ଷକେବଳଶୁଖିିଲାବିଲ୍ୱପତ୍ରଖାଇଜଙ୍ଗଲରକଠୋରଖରା,ବର୍ଷାଶୀତରେତପସ୍ୟାକରନ୍ତିକିନ୍ତୁତଥାପିମହାଦେବଙ୍କଦର୍ଶନନମିଳନ୍ତେସେପରବର୍ତ୍ତିକେତେହଜାରବର୍ଷପତ୍ରଭୋଜନମଧ୍ୟତ୍ୟାଗକରିକଠୋରତପସ୍ୟାରେରତହେଲେପତ୍ରତ୍ୟାଗକରିଥିବାରୁଅପର୍ଣ୍ଣାନାମବହନକଲେଏହିପରିଅନେକସହସ୍ରବର୍ଷରତଠୋରତପପରେସ୍ୱୟଂମହାଦେବପ୍ରକଟହୋଇତାଙ୍କରମନୋକାମନାପୂର୍ଣ୍ଣକରିଥିଲେ

ମା' ବ୍ରହ୍ମଚାରିଣୀଙ୍କପୂଜାକଲେସାଧକଦୂରାରୋଗବ୍ୟାଧିମୁକ୍ତହେବାସହଆଜୀବନଶୁସ୍ଥଜୀବନଯାପନକରିଥାଏ। 

ଧ୍ୟାନ-

 ଦଧାନାକରପଦ୍ମାଭ୍ୟାମକ୍ଷମାଳାକମଣ୍ଡଳୁ

 ଦେବୀପ୍ରସୀଦତୁମୟୀବ୍ରହ୍ମଚାରିଣ୍ୟନୁତ୍ତମା