ପୁନରାବିଷ୍କୃତ ହେଲା ନବମ ମହାଦେଶ ‘ଆର୍ଗୋଲାଣ୍ଡ୍‌’

ପୃଥିବୀରେ ମୋଟ ସାତଟି ମହାଦେଶ ରହିଛି ବୋଲି ଆମେ ଜାଣୁ। ତେବେ ଦୀର୍ଘ ଦିନରୁ ହଜିଯାଇଥିବା ‘ଜିଲାଣ୍ଡିଆ’ ନାମକ ଅଷ୍ଟମ ମହାଦେଶକୁ ୨୦୧୭ ମସିହାରେ ପୁନରାବିଷ୍କାର କରାଯାଇଥିବା ବେଳେ ଆଉ ଏକ ମହାଦେଶ ସମ୍ପର୍କରେ ଗବେଷକମାନେ ଏକ ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି। ଦୀର୍ଘ ୧୫୫ ନିୟୁତ ବର୍ଷ ପୂର୍ବେ ଅଷ୍ଟ୍ରେଲିଆଠାରୁ ଅଲଗା ହୋଇ କୁଆଡ଼େ ଅଦୃଶ୍ୟ ହୋଇଯାଇଥିବା ‘ଆର୍ଗୋଲାଣ୍ଡ୍‌’ ନାମକ ମହାଦେଶର ଅସ୍ତିତ୍ବ ସମ୍ପର୍କରେ ବୈଜ୍ଞାନିକମାନେ ସୂଚନା ପାଇଛନ୍ତି। ଫଳରେ ବର୍ଷ ବର୍ଷ ଧରି ବୈଜ୍ଞାନିକମାନଙ୍କୁ ଚକିତ … Continue reading ପୁନରାବିଷ୍କୃତ ହେଲା ନବମ ମହାଦେଶ ‘ଆର୍ଗୋଲାଣ୍ଡ୍‌’