ଆପଣ ଇଣ୍ଟର୍ନେଟ୍ରେ ବିଭିନ୍ନ ପ୍ରକାରର ଅପ୍ଟିକାଲ୍ ଇଲ୍ୟୁଜନ୍ ଦେଖୁଥିବେ। କେବେ କେବେ ଫଟୋର ଏହି ରିଡଲ୍କୁ ସମାଧାନ କରିବାରେ ସଫଳ ହେଉଥିବେ ତ ପୁଣି କେବେ ବିଫଳ। ଏହି ଖେଳ ଖେଳିବା ଦ୍ବାରା ଆପଣଙ୍କ ଆଖି ଓ ମସ୍ତିଷ୍କ ୨ଟା ଯାକ ତୀକ୍ଷ୍ଣ ହୋଇଥାଏ। ଆଜି ଆମେ ଏଠାରେ ଆପଣଙ୍କୁ ଯେଉଁ ଫଟୋଟି ଦେଖାଇଛୁ ସେଥିରେ କେତୋଟି ବାଘ ଅଛି ଆପଣଙ୍କୁ ଖୋଜି ପାଇବାକୁ ହେବ। ଅଧିକାଂଶ ଲୋକ ଫଟୋଟିରେ କେତୋଟି ବାଘ ଅଛନ୍ତି ତାହା ପାଇବାରୁ ଅସମର୍ଥ ହୋଇଥିବା ବେଳେ ଦେଖାଯାଉ ଆପଣଙ୍କ ମସ୍ତିଷ୍କ କେତେ ଭଲ କାମ କରୁଛି।
ଏହା ହେଉଛି ଆମର ସବୁ ପାଠକମାନଙ୍କୁ ଚ୍ୟାଲେଞ୍ଜ୍। ଆପଣଙ୍କୁ ୪୦ ସେକେଣ୍ଡ୍ ମଧ୍ୟରେ ଖୋଜିବାକୁ ହେବ। ଆପଣ ୪୦ ସେକେଣ୍ଡ୍ ମଧ୍ୟରେ ଫଟୋଟିରେ କେତୋଟି ବାଘ ଅଛନ୍ତି ଖୋଜିକି କାଢ଼ିବେ। ବାସ୍ତବରେ ଏହା ଆପଣଙ୍କ ପାଇଁ ଏକ କଷ୍ଟକର କାମ। କାରଣ ଫଟୋଟିରେ ୧ଟା, ୨ଟା ବା ୫ଟା ବାଘ ନାହାନ୍ତି, ବରଂ ଫଟୋଟିରେ ୧୬ଟି ବାଘ ଅଛନ୍ତି। ଯାହାକୁ ଆପଣଙ୍କୁ ଖୋଜିକରି ବାହାର କରିବାକୁ ହେବ।
ସାମ୍ନାରେ ଦିଶୁଥିବା ୪ ବାଘଙ୍କୁ ତ ଆପଣ ପାଇ ସାରିବେଣି ନିଶ୍ଚୟ। ମାତ୍ର ଅନ୍ୟ ବାଘମାନଙ୍କୁ ପାଉଛନ୍ତି ତ? ଏବେ ଆମେ ଆପଣଙ୍କୁ ବେଶି ହଇରାଣ କରିବୁ ନାହିଁ। ଦେଖନ୍ତୁ ବାଘ କେଉଁ କେଉଁ ସ୍ଥାନରେ ଅଛନ୍ତି।
www.jagranjosh.com/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/tiger-optical-illusion-1.jpg)