ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଭୁଲରେ ବି ଭାଇ ଭଉଣୀ ଏହି ସ୍ଥାନକୁ ଯିବା ଏକାଠି ଅନୁଚିତ ! ଜାଣନ୍ତୁ ପୁରା ଘଟଣା…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜାଲୋନ ଜିଲ୍ଲାରେ କାଲ୍‌ପି ନାମକ ଏକ ସ୍ଥାନ ଅଛି, ଯେଉଁଠାରେ ଲଙ୍କାପତି ରାବଣ ନାମରେ ଲଙ୍କା ମୀନାର ନାମକ ଏକ ମୀନାର ନିର୍ମାଣ କରାଯାଇଛି । ଏଠାରେ ରାବଣ ଓ ତା’ର ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମୂର୍ତ୍ତି ଶେଭା ପାଉଛି । ୨୧୦ ଫୁଟ ଉଚ୍ଚର ଏହି ମୀନାରକୁ ମଥୁରା…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷର ଶିଶୁ ପ୍ରତିଦିନ ଟାଣୁଛି ୪୦ଟି ସିଗାରେଟ!

ଦୁଇ ବର୍ଷର ଶିଶୁ ପ୍ରତିଦିନ ଟାଣୁଛି ୪୦ଟି ସିଗାରେଟ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଭଳି ଜଣେ ଶିଶୁକୁ ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି। ଏହି ଦୁଇ ବର୍ଷର ଶିଶୁକୁ ପ୍ରତିଦିନ ଦରକାର ୪୦ଟି ସିଗାରେଟ୍‌। ଯଦି ସିଗାରେଟ ନ ମିଳେ ତେବେ ସେ କାନ୍ଦିଥାଏ। ଏଥିରୁ ଯଦି…
ଅଧିକ ଖବର ଦେଖନ୍ତୁ...

କୌଣସି ପୁଲିସ କର୍ମଚାରୀ ଯଦି ଆପଣଙ୍କୁ ବିନା କାରଣରୁ ହଇରାଣ କରୁଛନ୍ତି ତେବେ ଏଭଳି କରନ୍ତୁ ଅଭିଯୋଗ

ଗତକାଲି ଏକ ଅଟୋ ଚାଳକକୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହା ପରେ ମାଡ଼ ମାରୁଥିବା ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ତେବେ ଏ ଘଟଣା ପ୍ରଥମ ନୁହେଁ । ଆଗରୁ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ପୁଲିସ କର୍ମଚାରୀମାନେ ନିଜ ପଦର…
ଅଧିକ ଖବର ଦେଖନ୍ତୁ...

ଗୌତମ ଗମ୍ଭୀରଙ୍କ ନିଆରା ରକ୍ଷାବନ୍ଧନ: କିନ୍ନରଙ୍କୁ ଭଉଣୀ କରି ଦେଶବାସୀଙ୍କୁ ଦେଲେ ଏମିତି ବାର୍ତ୍ତା

ନୂଆଦିଲ୍ଲୀ: ସମଗ୍ର ଦେଶରେ ରବିବାର ଭାଇ ଭଉଣୀଙ୍କ ପବିତ୍ର ପର୍ବ ‘ରକ୍ଷାବନ୍ଧନ’ ହର୍ଷୋଲ୍ଲାସର ସହିତ ପାଳନ ହୋଇଛି। ଭାଇ-ଭଉଣୀମାନେ ନିଜସ୍ୱ ଶୈଳୀରେ ରକ୍ଷାବନ୍ଧନ ପାଳନ କରିଥିବା ବେଳେ ଭାରତୀୟ ଦଳରୁ ଦୀର୍ଘ ଦିନ ଧରି ବାଦ୍‌ ପଡ଼ିଥିବା କ୍ରିକେଟର ଗୌତମ ଗମ୍ଭୀର ଅଭିନବ ଶୈଳୀରେ ରକ୍ଷାବନ୍ଧନ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିଲେ ଏହି ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ରାକ୍ଷୀ ଭଉଣୀ କ୍ୱାମର ମୋହସିନ୍‌ ସୈଖ୍‌ ମୋଦିଙ୍କ ବାସଭବନରେ ରବିବାର ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଥିବା ତାଙ୍କର ଘନିଷ୍ଠତାକୁ ମନେ ପକାଇ ପାକିସ୍ତାନୀ ମହିଳା ସୈଖ୍‌…
ଅଧିକ ଖବର ଦେଖନ୍ତୁ...

ବଢୁଛି କି ଭାଇଚାରା? ହିନ୍ଦୁ ଭାଇ ହାତରେ ରାକ୍ଷୀ ବାନ୍ଧି ଉଦାହରଣ ସୃଷ୍ଟି କଲେ ଏହି ମୁସଲ୍‌ମାନ ଭଉଣୀ!

କାନପୁର: କମୁଛି ବାଦବିବାଦ, ବଢୁଛି ଭାଇଚାରା। ଉତ୍ତରପ୍ରଦେଶର କାନପୁରଠାରେ ଘଟିଛି ଏକ ସକାରାତ୍ମକ ଘଟଣା। ୟୁପିର କାନପର ଜିଲ୍ଲାସ୍ଥିତ ନୂଆବସ୍ତା ଅଞ୍ଚଳର ମୁସଲ୍‌ମାନ ପରିବାରର ଝିଅ ଜଣେ ହିନ୍ଦୁ ଭାଇଙ୍କୁ ରାକ୍ଷୀ ବାନ୍ଧି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହିଳା ଜଣକ ପ୍ରତିବର୍ଷ…
ଅଧିକ ଖବର ଦେଖନ୍ତୁ...

ଠାକୁରଙ୍କ ନାଆଁରେ ପିଲାମାନଙ୍କ ନାମକରଣ କାହିଁକି କରାଯାଇଥାଏ?

କୁଳଟା ଓ ବ୍ୟଭିଚାରୀ ଯୁବତୀ ଫାଶରେ ପଡ଼ି ଅଜାମିଳଙ୍କର ବୁଦ୍ଧିଭ୍ରଷ୍ଟ ହୋଇଗଲା।ସେ ବ୍ରାହ୍ମଣ କର୍ମ କରିବାରେ ଆଉ ଆଦୌ ଆଗ୍ରହ ଦେଖାଇଲେ ନାହିଁ। ଦୈନନ୍ଦିନ ପୂଜାପାଠ ମଧ୍ୟ ଭୁଲିଗଲେ।ସମୟ ଗଡ଼ି ଚାଲେ ଏବଂ ଅଜାମିଳ ବୃଦ୍ଧ ହୋଇଗଲେ।ସେହି ବେଶ୍ୟା ଔରସରୁ ସେତେବେଳକୁ ତାଙ୍କର ଦଶଟି ସନ୍ତାନ ହୋଇ…
ଅଧିକ ଖବର ଦେଖନ୍ତୁ...

ଏହି ଗୋଟିଏ ମନ୍ତ୍ର ମଣିଷକୁ ମୋକ୍ଷ ପ୍ରଦାନ କରିଥାଏ , ଜାଣନ୍ତୁ ସେହି ସରଳ ମନ୍ତ୍ରର ମହିମା

ଆମମାନଙ୍କ ଭିତରୁ ଯେଉଁମାନଙ୍କର ସାମାନ୍ୟ ଧର୍ମଧାରଣା ଥାଏ ସେମାନେ ଏହି ଜନ୍ମରେ ମୋକ୍ଷ ଚାହାଁନ୍ତି। ଯେଉଁ ଲୋକମାନେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ନିକଟବର୍ତ୍ତୀ ହୁଅନ୍ତି, ସେମାନେ ‘କାଶୀ’ରେ ଆସି ପ୍ରାଣତ୍ୟାଗର ଇଚ୍ଛା ରଖନ୍ତି।ଏଠାରେ ମୃତ୍ୟୁ ପୂର୍ବରୁ ଭଗବାନ ଶଙ୍କର ସେମାନଙ୍କର ଡ଼ାହାଣ କାନରେ…
ଅଧିକ ଖବର ଦେଖନ୍ତୁ...

କପାଳ କହିବ ଆପଣଙ୍କର ସ୍ୱଭାବ , ଜାଣନ୍ତୁ ଏଥିମଧ୍ୟରୁ ଆପଣଙ୍କର କିଭଳି ଚରିତ୍ର

ସମୁଦ୍ର ଶାସ୍ତ୍ରରେ ବ୍ୟକ୍ତିମାନଙ୍କର ଶରୀର ବିଭିନ୍ନ ଅଙ୍ଗର ଆଧାରରେ ସ୍ୱଭାବର ଆକଳନ କରାଯାଇଛି। ମନୁଷ୍ୟର କପାଳରୁ ମଧ୍ୟ ସ୍ୱଭାବ ଜାଣିହେବ। ଯେଉଁମାନଙ୍କର କପାଳ ଛୋଟ, ସେମାନେ ଖୁବ୍‌ ଭାବପ୍ରବଣ ସ୍ୱଭାବର। ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି ଓ ଦୁଃଖୀ ମଧ୍ୟ ହୋଇଯାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ମାନବବାଦୀ ରାଷ୍ଟ୍ରନାୟକ

ଚଉଦ ବର୍ଷ ତଳେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଶେଷଥର ପାଇଁ ୨୦୦୮ରେ ସଂସଦ ଭବନରେ ତାଙ୍କୁ ହ୍ଵିଲ୍‌ ଚେୟାର୍‌ରେ ଦେଖାଯାଇଥିଲା। ବିଗତ ଦଶ ବର୍ଷ ହେଲା ସାଧାରଣ ଜୀବନରୁ ସେ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଥିଲେ। ତଥାପି, ଦଳ, ମତର ସରହଦ ଡେଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଶୋକସନ୍ତପ୍ତ ରାଜନେତା,…
ଅଧିକ ଖବର ଦେଖନ୍ତୁ...