ଅଫିସ୍ରେ କର୍ମଚାରୀମାନଙ୍କର କ’ଣ ସବୁ ସମସ୍ୟା ହୋଇଥାଏ? କ’ଣ ଥାଏ ଚିନ୍ତାଜନକ ଫ୍ୟାକ୍ଟର୍? ବିଶେଷ By Sambad Digital Last updated Oct 31, 2017 ସେୟାର ଟାଇମ୍ସ୍ ଜବ୍ସ୍ର ଏକ ସର୍ଭେରୁ ଜଣା ପଡ଼ିଛି ଯେ ଅଫିସ୍ରେ କର୍ମଚାରୀମାନେ ସାଧାରଣତଃ ଓ୍ଵାର୍କ କଲ୍ଚର୍ ଓ କ୍ୟାରିୟର ଗ୍ରୋଥ୍ ପ୍ରତି ଅଧିକ ବ୍ୟଗ୍ର ଅଥବା ଚିନ୍ତିତ ରୁହନ୍ତି।