ବିମାନରେ ଯାତ୍ରା କରିବା ପୂର୍ବରୁ ଜାଣି ନିଅନ୍ତୁ, ଆପଣ କେତେ ଜିନିଷ ନେଇ ପାରିବେ, କେଉଁ ଜିନିଷଗୁଡ଼ିକ ନିଷିଦ୍ଧ। ବିମାନଯାତ୍ରା ସମୟରେ ଅସ୍ତ୍ରଶସ୍ତ୍ର, ଲାଇଟର୍, ବ୍ଲେଡ୍, କଇଁଚି, ବିଷାକ୍ତ, ବିସ୍ଫୋଟକ ସାମଗ୍ରୀ ଆଦି ନିଜ ପାଖରେ ରଖନ୍ତୁ ନାହିଁ। ଯଦି ଶିଶୁକୁ ନିଜ ସହ ନେଉଛନ୍ତି ତା’ହେଲେ ଶିଶୁର ଜନ୍ମ ପ୍ରମାଣପତ୍ର ମଧ୍ୟ ସାଙ୍ଗରେ ରଖନ୍ତୁ। ଜାଣନ୍ତୁ ଏମିତି କିଛି ଜିନିଷ ବିଷୟରେ ଯାହା ଆପଣ ସାଙ୍ଗରେ ନେଲେ ସମସ୍ୟାରେ ପଡ଼ିବେ।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_2.jpg)
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_3.jpg)
ବ୍ୟକ୍ତିଗତ ଜିନିଷ: ଲାଇଟର୍, ଧାତୁରେ ତିଆରି ହୋଇଥିବା କଇଁଚି ଓ ଅସ୍ତ୍ର ଭଳି ଖେଳଣା।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_4.jpg)
ଧାରୁଆ ଜିନିଷ: ବକ୍ସ୍ କଟର୍, କୌଣସି ପ୍ରକାର ଚାକୁ, ରେଜର୍ ଏବଂ ଖଣ୍ଡା ଆଦି।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_5.jpg)
ଏ ସବୁ ଜିନିଷ ମଧ୍ୟ ନିଷେଧ: ବାରୁଦ, ପିସ୍ତଲ, ବିସ୍ଫୋରକ ସମାଗ୍ରୀ, ଷ୍ଟାଟର୍ ପିସ୍ତଲ ଆଦି।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_6.jpg)
ଏ ସବୁ ଜିନିଷ ମଧ୍ୟ ମନା: କୁରାଢ଼ି, ଶାବଳ, ପେଚ୍କଷ୍, ଆରିପାତ, ଭଅଁର ଆଦି।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_7.jpg)
ଜାଳେଣି ପଦାର୍ଥ: ଏୟରୋସୋଲ୍, ଫୁଏଲ୍, ଗ୍ୟାସୋଲିନ୍, ଗ୍ୟାସ୍ ଟର୍ଚ, ଲାଇଟର୍ ଫ୍ଲୁଇଡ୍, ଦିଆଶିଲି, ଥିନର୍ ଆଦି।
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_8.jpg)
ଏ ସମସ୍ତ କେମିକାଲ୍ସ: କ୍ଲୋରିନ୍, କମ୍ପ୍ରେଷ୍ଡ୍ ଗ୍ୟାସ୍ ସିଲିଣ୍ଡର, ରତଳ ବ୍ଲିଚ୍, ସ୍ପ୍ରେ ପେଣ୍ଟ୍, ଟିୟର୍ ଗ୍ୟାସ୍ ଆଦି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Prohibited-Items_Airport_Slide_1.jpg)