ଶାରଦୀୟ ନବରାତ୍ରରେ ମାତା ଦୁର୍ଗାଙ୍କ କୃପାଲାଭ ପାଇଁ ଅର୍ଗଳା ସ୍ତୋତ୍ରମ୍ ପାଠ କରିବା ଦ୍ବାରା ବହୁବିଧ ସମସ୍ୟା ଦୂର ହୋଇ ଜୀବନର ମାର୍ଗ ପ୍ରଶସ୍ତ ହୋଇଥାଏ। ତେବେ ଏହା ପାଠ କରିବା ପୂର୍ବରୁ ଗୁରୁଙ୍କ ଅନୁମତି ନେବା ଜରୁରୀ। ଗୁରୁ ଶିଷ୍ୟଙ୍କୁ ସାଧନା ପଥରେ ସୃଷ୍ଟି ହେଉଥିବା ବିଭିନ୍ନ ବାଧାରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଗୁରୁଙ୍କ ଅନୁମତି ନେଇ ଏହା ପାଠ କଲେ ବିଶେଷ ସୁଫଳ ମିଳିଥାଏ।

Advertisment

ଅର୍ଗଳା ସ୍ତୋତ୍ରମ୍

ଅସ୍ୟ ଶ୍ରୀ ଅର୍ଗଳା ସ୍ତୋତ୍ର ମନ୍ତ୍ରସ୍ୟ ଵିଷ୍ଣୁଃ ଋଷିଃ। ଅନୁଷ୍ଟୁପ୍‌ଛନ୍ଦଃ। ଶ୍ରୀ ମହାଲକ୍ଷୀର୍ଦେବତା। ମଂତ୍ରୋଦିତା ଦେବ୍ୟୋବୀଜଂ।
ନବାର୍ଣୋ ମନ୍ତ ଶକ୍ତିଃ। ଶ୍ରୀ ସପ୍ତଶତୀ ମଂତ୍ରସ୍ତତ୍ଵଂ ଶ୍ରୀ ଜଗଦଂବା ପ୍ରୀତ୍ୟର୍ଥେ ସପ୍ତଶତୀ ପଠାଂ ଗତ୍ଵେନ ଜପେ ବିନିୟୋଗଃ॥

ଧ୍ୟାନଂ

ଓଁ ବଂଧୂକକୁସୁମାଭାସାଂ ପଂଚମୁଣ୍ଡାଧିବାସିନୀଂ।
ସ୍ଫୁରଚ୍ଚଂଦ୍ରକଲାରତ୍ନ ମୁକୁଟାଂ ମୁଣ୍ଡମାଲିନୀଂ॥
ତ୍ରିନେତ୍ରାଂ ରକ୍ତ ବସନାଂ ପୀନୋନ୍ନତ ଘଟସ୍ତନୀଂ।
ପୁସ୍ତକଂ ଚାକ୍ଷମାଲାଂ ଚ ବରଂ ଚାଭୟକଂ କ୍ରମାତ୍॥
ଦଧନ୍ତୀ ସଂସ୍ମରେନ୍ନିତ୍ୟମୁତ୍ତରାମ୍ନାୟମାନିତାଂ।

ଅଥବା

ଯା ଚଣ୍ଡି ମଧୁକୈଟଭାଦି ଦୈତ୍ୟଦଳନୀ ଯା ମାହିଷୋନ୍ମୂଲିନୀ
ଯା ଧୂମ୍ରେକ୍ଷନ ଚଂଡମୁଂଡମଥନୀ ଯା ରକ୍ତ ବୀଜାଶନୀ।
ଶକ୍ତିଃ ଶୁଂଭନିଶୁଂଭଦୈତ୍ୟଦଳନୀ ଯା ସିଦ୍ଧି ଦାତ୍ରୀ ପରା
ସା ଦେବୀ ନବ କୋଟି ମୂର୍ତ୍ତି ସହିତା ମାଂ ପାତୁ ବିଶ୍ଵେଶ୍ଵରୀ॥

ଓଁ ନମଶ୍ଚଣ୍ଡିକାୟୈ

ମାର୍କଣ୍ଡେୟ ଉବାଚ


ଓଁ ଜୟନ୍ତୀ ମଂଗଳା କାଳୀ ଭଦ୍ରକାଳୀ କପାଳିନୀ
ଦୁର୍ଗା ଶିବା କ୍ଷମା ଧାତ୍ରୀ ସ୍ଵାହା ସ୍ଵଧା ନମୋଽସ୍ତୁତେ॥୧॥

ଓଁ ଜୟତ୍ଵଂ ଦେବୀ ଚାମୁଣ୍ଡେ ଜୟ ଭୂତାପହାରିଣୀ।
ଜୟ ସର୍ବ ଗତେ ଦେବୀ କାଳ ରାତ୍ରି ନମୋଽସ୍ତୁତେ॥୨॥

ମଧୁକୈଠଭବିଦ୍ରାବି ବିଧାତ୍ରୁ ବରଦେ ନମଃ
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି ॥୩॥

ମହିଷାସୁର ନିର୍ଣ୍ଣାଶି ଭକ୍ତାନାଂ ସୁଖଦେ ନମଃ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୪॥

ଧୂମ୍ରନେତ୍ର ବଧେ ଦେବୀ ଧର୍ମ କାମାର୍ଥ ଦାୟିନୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୫॥

ରକ୍ତ ବୀଜ ବଧେ ଦେବୀ ଚଣ୍ଡ ମୁଣ୍ଡ ବିନାଶିନୀ ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୬॥

ଶୂମ୍ଭସ୍ୟୈବ ନିଶୁମ୍ଭସ୍ୟ ଧୂମ୍ରାକ୍ଷସ୍ୟ ଚ ମର୍ଦିନି
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୭॥

ବ୍ରଂଦି ତାଂଘ୍ରିଯୁଗେ ଦେବୀ ସର୍ବସୌଭାଗ୍ୟ ଦାୟିନୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୮॥

ଅଚିଂତ୍ୟ ରୂପ ଚରିତେ ସର୍ବ ଶତ୍ରୁ ବିନାଶିନୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୯॥

ନତେଭ୍ୟଃ ସର୍ବଦା ଭକ୍ତ୍ୟା ଚାପର୍ଣେ ଦୁରିତାପହେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୦॥

ସ୍ତୁବଦ୍ଭ୍ୟୋଭକ୍ତିପୂର୍ବଂ ତ୍ଵାଂ ଚଣ୍ଡିକେ ବ୍ୟାଧି ନାଶିନୀ
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୧॥

ଚଣ୍ଡିକେ ସତତଂ ଯେ ତ୍ବାମର୍ଚ୍ଚୟନ୍ତାହ ଭକ୍ତିତଃ ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୨॥

ଦେହି ସୌଭାଗ୍ୟମାରୋଗ୍ୟଂ ଦେହି ମେ ପରଂ ସୁଖଂ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୩॥

ବିଧେହି ଦ୍ଵିଷତାଂ ନାଶଂ ବିଧେହି ବଳମୁଚ୍ଚକୈଃ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୪॥

ବିଧେହି ଦେବୀ କଲ୍ୟାଣଂ ବିଧେହି ପରମାଂ ଶ୍ରୀୟଂ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୫॥

ସୁରାସୁରଶିରୋ ରତ୍ନ ନିଘୃଷ୍ଟଚରଣେଂଽବିକେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୬॥

ବିଦ୍ୟାବନ୍ତ ୟଶସ୍ଵଂତଂ ଲକ୍ଷ୍ମୀବନ୍ତ ଚ ମାଂ କୁରୁ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୭॥

ଦେବୀ ପ୍ରଚଣ୍ଡ ଦୋର୍ଦଣ୍ଡ ଦୈତ୍ୟ ଦର୍ପ ନିଷୂଦିନୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୮॥

ପ୍ରଚଣ୍ଡ ଦୈତ୍ୟଦର୍ପଘ୍ନେ ଚଣ୍ଡିକେ ପ୍ରଣତାୟମେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୧୯॥

ଚତୁର୍ଭୁଜେ ଚତୁର୍ଵକ୍ତ୍ର ସଂସ୍ତୁତେ ପରମେଶ୍ଵରୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୨୦॥

କୃଷ୍ଣେନ ସଂସ୍ତୁତେ ଦେବୀ ଶଶ୍ଵଦ୍ଭକ୍ତ୍ୟା ସଦାଂବିକେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୨୧॥

ହିମାଚଳସୁତାନାଥସଂସ୍ତୁତେ ପରମେଶ୍ଵରୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୨୨॥

ଇଦ୍ରାଣୀ ପତିସଦ୍ଭାବ ପୂଜିତେ ପରମେଶ୍ଵରୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି ॥୨୩॥

ଦେବୀ ପ୍ରଚଣ୍ଡଦୋର୍ଦଣ୍ଡଦୈତ୍ୟଦର୍ପ ବିନାଶନୀ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି ॥୨୪॥

ଦେବୀ ଭକ୍ତଜନୋଦ୍ଦାମ ଦତ୍ତାନଂଦୋଦୟେଂଽବିକେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି ॥୨୫॥

ପତ୍ନୀ ମନୋରମାଂ ଦେହି ମନୋବୃତ୍ତାନୁସାରିଣୀଂ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି॥୨୬॥

ତାରିଣୀଂ ଦୁର୍ଗ ସଂସାର ସାଗର ସ୍ୟାଚଲୋଦ୍ବଵେ।
ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ଵିଷୋ ଜହି ॥୨୭॥

ଇଦଂସ୍ତୋତ୍ରଂ ପଠିତ୍ଵା ତୁ ମହାସ୍ତୋତ୍ରଂ ପଠେନ୍ନରଃ।
ସପ୍ତଶତୀଂ ସମାରାଧ୍ୟ ବରମାପ୍ନୋତି ଦୁର୍ଲଭଂ ॥୨୮॥

॥ ଇତି ଶ୍ରୀ ଅର୍ଗଳା ସ୍ତୋତ୍ରଂ ସମାପ୍ତମ୍ ॥

(ସପ୍ତଶତୀ ଚଣ୍ଡୀରୁ ସଂଗୃହୀତ)