ଶାରଦୀୟ ନବରାତ୍ରରେ ମାତା ଦୁର୍ଗାଙ୍କ କୃପାଲାଭ ପାଇଁ ନବଦୁର୍ଗା ସ୍ତୋତ୍ରମ୍ ପାଠ କରିବା ଦ୍ବାରା ବହୁବିଧ ସମସ୍ୟା ଦୂର ହୋଇ ଜୀବନର ମାର୍ଗ ପ୍ରଶସ୍ତ ହୋଇଥାଏ। ତେବେ ଏହା ପାଠ କରିବା ପୂର୍ବରୁ ଗୁରୁଙ୍କ ଅନୁମତି ନେବା ଜରୁରୀ। ଗୁରୁ ଶିଷ୍ୟଙ୍କୁ ସାଧନା ପଥରେ ସୃଷ୍ଟି ହେଉଥିବା ବିଭିନ୍ନ ବାଧାରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଗୁରୁଙ୍କ ଅନୁମତି ନେଇ ଏହା ପାଠ କଲେ ବିଶେଷ ସୁଫଳ ମିଳିଥାଏ।
ନବଦୁର୍ଗା ସ୍ତୋତ୍ରମ୍
ବନ୍ଦେ ବାଂଛିତଲାଭାୟ ଚଂଦ୍ରାର୍ଧକୃତଶେଖରାଂ।
ବୃଷାରୂଢାଂ ଶୂଳଧରାଂ ଶୈଳପୁତ୍ରୀ ୟଶସ୍ଵିନୀମ୍ ॥
ଦଧାନା କରପଦ୍ମାଭ୍ୟାମକ୍ଷମାଲା କମଣ୍ଡଳୁ ।
ଦେବୀ ପ୍ରସୀଦତୁ ମୟୀ ବ୍ରହ୍ମଚାରିଣ୍ୟନୁତ୍ତମା ॥
ପିଂଡଜପ୍ରବରାରୂଢା ଚଂଦକୋପାସ୍ତ୍ରକୈର୍ୟୁତା ।
ପ୍ରସାଦଂ ତନୁତେ ମହ୍ୟଂ ଚଂଦ୍ରଘଂଟେତି ଵିଶ୍ରୁତା ॥
ସୁରାସଂପୂର୍ଣକଲଶଂ ରୁଧିରାପ୍ଲୁତମେଵ ଚ ।
ଦଧାନା ହସ୍ତପଦ୍ମାଭ୍ୟାଂ କୂଷ୍ମାଂଡା ଶୁଭଦାସ୍ତୁ ମେ ॥
ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ଵୟା ।
ଶୁଭଦାସ୍ତୁ ସଦା ଦେବୀ ସ୍କଂଦମାତା ୟଶସ୍ଵିନୀ ॥
ଚଂଦ୍ରହାସୋଜ୍ଜ୍ଵଲକରା ଶାର୍ଦୂଳବରବାହନା ।
କାତ୍ୟାୟନୀ ଶୁଭଂ ଦଦ୍ୟାଦେବୀ ଦାନବଘାତିନୀ ॥
ଏକବେଣୀ ଜପାକର୍ଣପୂର ନଗ୍ନା ଖରାସ୍ଥିତା ।
ଲଂବୋଷ୍ଠୀ କର୍ଣିକାକର୍ଣୀ ତୈଳାଭ୍ୟକ୍ତଶରୀରିଣୀ ॥
ବାମପାଦୋଲ୍ଲସଲ୍ଲୋହଲତାକଂଟକଭୂଷଣା ।
ବର୍ଧନମୂର୍ଧ୍ଵଜା କୃଷ୍ଣା କାଳରାତ୍ରିର୍ଭୟଂକରୀ ॥
ଶ୍ଵେତେ ବୃଷେ ସମାରୂଢା ଶ୍ଵେତାଂବରଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଦ୍ୟାନ୍ମହାଦେଵପ୍ରମୋଦଦା ॥
ସିଦ୍ଧଗଂଧର୍ବୟକ୍ଷାଦ୍ୟୈରସୁରୈରମରୈରପି ।
ସେଵ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ ॥
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/28/reciting-navadurga-stotram-during-navratri-will-bring-immense-blessings-of-goddess-2025-09-28-12-56-52.jpg)