ବିବାହପରେ ସାଧାରଣତଃ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ଠିକ୍ ବୋଲି ବିବେଚନା କରାଯାଏ। ହେଲେ ମନୁଷ୍ୟ ବେଳେ ବେଳେ ନିଜର ହିତାହିତ ଜ୍ଞାନ ଭୁଲି ପର ନାରୀ ସହିତ ଶାରୀରିକ ସଂପର୍କ ରଖେ । କିନ୍ତୁ ତାହା ପୂର୍ବରୁ ସେ ଭାବିବା ଉଚିତ ଯେ ଉକ୍ତ ମହିଳାଙ୍କ ସହିତ ଶାରୀରିକ ସଂପର୍କ ଠିକ୍ କି ଭୁଲ୍ । ଆସନ୍ତୁ ଜାଣିବା ହିନ୍ଦୁ ଶାସ୍ତ୍ରରେ କେଉଁ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାରଣ କରାଯାଇଛି ।
ପ୍ରଥମରେ ଅବିବାହିତା ମହିଳା , ଦ୍ୱିତୀୟରେ ବିଧବା , ତୃତୀୟରେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରିଣୀଙ୍କ ସହିତ କୌଣସି ପ୍ରକାରର ଶାରୀରିକ ସଂପର୍କ ସର୍ବଥା ବର୍ଜନୀୟ । ଏଭଳି ଦୋଷପାଇଁ ମହାପାପ ଲାଗି ଉଦ୍ଦିଷ୍ଟ ଦଣ୍ଡବିଧାନ ରହିଛି । ଠିକ୍ ସେହିପରି ବନ୍ଧୁ ପତ୍ନୀ,ଶତ୍ରୁ ପତ୍ନୀ, ଶିଷ୍ୟର ପତ୍ନୀ ବା ନିଜ କୁଟୁମ୍ବା ମହିଳାଙ୍କ ସହ କୌଣସି ବି ପରିସ୍ଥିତିରେ ଦୈହିକ ସଂପର୍କ ରଖିବା ଅନୁଚିତ ବୋଲି କୁହାଯାଇଛି ।
/sambad/media/post_attachments/wp-content/uploads/2018/02/Woman-Crying-300x183.jpg)
ଅପରପକ୍ଷରେ ଯେଉଁ ନାରୀ ଅର୍ଥ ବଦଳରେ ଦେହ ଦାନ କରିଥାଏ ବା ନିଜଠାରୁ ବୟସରେ ବଡ଼,ଶିକ୍ଷକଙ୍କ ପତ୍ନୀ ଙ୍କ ସହ ଶାରୀରିକ ସଂପର୍କ ସର୍ବଥା ବର୍ଜନୀୟ । କାରଣ ଏଭଳି ଭୁଲ୍ ପାଇଁ କ୍ଷମା ନାହିଁ । ଠିକ୍ ସେହିପରି ଶାଶୁ,ଖୁଡ଼ି,ମାଇଁ,ଗର୍ଭବତୀ ମହିଳା ଦୋଷଯୁକ୍ତ ନାରୀ ଆଦିଙ୍କ ସହ ମଧ୍ୟ ଶାରୀରିକ ସଂପର୍କ ରଖିବାକୁ ବାରଣ କରାଯାଇଛି । କାରଣ ଏମାନଙ୍କ ସହ ସଂପର୍କ ରଖିଲେ ନର୍କଦଣ୍ଡ ଭୋଗିବାକୁ ପଡ଼ିଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Romance_Boy-Girl.jpg)