‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ମେସିନ୍ ଅପରେଟର୍ ରାମଚନ୍ଦ୍ର ରାଉତଙ୍କୁ ଶୁକ୍ରବାର ବରଗଡ଼ ପ୍ରେସ୍ରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମହାପ୍ରବନ୍ଧକ ବୈଜୟନ୍ତୀ କର, ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ, ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ, ସହକାରୀ ମହାପ୍ରବନ୍ଧକ (ମେଣ୍ଟେନାନ୍ସ) ଜିତେନ୍ଦ୍ର ସିଂହ ଏବଂ ବରଗଡ଼ ପ୍ରେସ୍ ମ୍ୟାନେଜର କ୍ଷିତିନାଥ ଦାସ। ଏହି ଅବସରରେ ‘କଥା’ର କାର୍ଯ୍ୟକାରୀ ସଂପାଦକ ଆଶିଷ ଗଡ଼ନାୟକ, ମାନବ ସମ୍ବଳ ଅଧିକାରୀ ଅଂଶୁମାନ ପାତ୍ର, ବରଗଡ଼ ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ ଏବଂ ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ।
‘ସମ୍ବାଦ’ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା
‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ମେସିନ୍ ଅପରେଟର୍ ରାମଚନ୍ଦ୍ର ରାଉତଙ୍କୁ ଶୁକ୍ରବାର ବରଗଡ଼ ପ୍ରେସ୍ରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରୁଛନ୍ତି ‘ସମ୍ବାଦ’ର ମାନବସମ୍ବଳ ବିଭାଗ ମହାପ୍ରବନ୍ଧକ ବୈଜୟନ୍ତୀ କର....
/sambad/media/media_files/2025/11/08/fshfsshfxbbvvb-2025-11-08-01-05-09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)