ଜାଣନ୍ତୁ ଫୋବ୍‌ର୍ସ ପତ୍ରିକାରେ ପ୍ରକାଶ ପାଇଥିବା ୨୦୧୮ ମସିହାର ବିଶ୍ୱର ୧୦ ଓ ଭାରତର ୧୦ ଧନୀକମାନଙ୍କୁ

ପ୍ରତିବର୍ଷ ଧନୀ ତାଲିକାରେ ପରିବର୍ତ୍ତନ ଆସିଥାଏ। ଗୋଟାଏ ବର୍ଷର ଆୟକୁ ଭିତ୍ତିକରି ଧନୀ ତାଲିକା ନିର୍ଦ୍ଧାରଣ କରାଯାଇଥାଏ। ଫୋର୍ବସ୍‌ ପତ୍ରିକାରେ ପ୍ରକାଶ ପାଇଥିବା ଧନୀ ଲୋକଙ୍କ ତାଲିକା ଆଜି ଆମେ ଉପସ୍ଥାପନ କରିଛୁ। ଉୟଭ ବିଶ୍ୱ ଓ ଭାରତର ୧୦ ଜଣ ଲେଖାଏ ଧନୀ ଲୋକଙ୍କୁ ଏଠାରେ ସ୍ଥାନିତ କରାଯାଇଛି।

ବିଶ୍ୱର ୧୦ ଧନୀ

୧.ଜେଫ୍‌ ବେଜୋସ୍‌: ଆମାଜୋନ୍‌ ଡଟ୍‌ କମ୍‌ର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।
୨.ବିଲ୍‌ ଗେଟସ୍‌: ମାଇକ୍ରୋସପ୍ଟ୍‌ ନିର୍ମାତା।
୩.ଓ୍ଵାରେନ୍‌ ବଫେଟ୍‌: ବ୍ୟବସାୟୀ ଓ ନିବେଷକ।
୪. ବର୍ଣ୍ଣାର୍ଡ ଆର୍‌ନଲ୍ଟ: ଏଲ୍‌ଭିଏମ୍‌ଏଚ୍‌ ମୋଏଟ୍‌ ହେନେସି ଲୁଇସ୍‌ ଭୁଇଟନ୍‌ର ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ।
୫.ମାର୍କ ଜୁକରବର୍ଗ: ଫେସ୍‌ବୁକ୍‌ର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।
୬.ଆମାନ୍‌ସିଓ ଓର୍ଟେଗା: ଇଣ୍ଡିଟେକ୍ସ୍‍ ନାମକ ଫ୍ୟାସନ୍‌ ହାଉସ୍‌ରେ ପ୍ରତିଷ୍ଠାତା।
୭.କାର୍ଲସ୍‌ ସ୍ଲିମ୍‌ ହେଲୁ: ପ୍ରତିଷ୍ଠିତ ବ୍ୟବସାୟୀ।
୮. ଚାର୍ଲସ କୋଚ: କୋଚ୍‌ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ଅଧିକାରୀ।
୯. ଦାଭିଡ଼ କୋଚ: କୋଚ୍‌ ଇଣ୍ଡଷ୍ଟ୍ରିର କାର୍ଯ୍ୟକାରୀ ଉପସଭାପତି।
୧୦.ଲାରି ଏଲିସନ୍‌: ଅର୍‌କାଲ୍‌ କର୍‌ପରେସନ୍‌ର ସହ ପ୍ରତିଷ୍ଠାତା ।

ଭାରରତ ୧୦ ଧନୀ

୧.ମୁକେଶ ଅମ୍ବାନି: ଚେୟାର୍‌ମ୍ୟାନ୍‌ ଓ ଏମ୍‌ଡି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌।
୨.ଦିଲୀପ ସାଙ୍ଗ୍‌ଭି: ପ୍ରତିଷ୍ଠାତା, ସନ୍‌ ଫର୍ମାସିଟିକାଲ୍‌ସ।
୩.ଆଜିମ୍‌ ପ୍ରେମ୍‌ଜୀ: ଚେୟାର୍‌ମ୍ୟାନ୍‌, ଓ୍ଵିପ୍ରୋ।
୪. ଶିବ ନଦର: ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଏଚ୍‌ସିଏଲ୍‌।
୫.ଲକ୍ଷ୍ମୀ ମିତ୍ତଲ: ଚେୟାର୍‌ମ୍ୟାନ୍‌ ଓ ସିିଇଓ, ଆର୍ସେଲର୍‌ ମିତ୍ତଲ।
୬.ଉଦୟ କୋଟକ୍‌: ଏମ୍‌ଡି, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌।
୭.କୁମାର୍‌ ମଙ୍ଗଳମ୍‌ ବିର୍ଲା: ଚେୟାର୍‌ମ୍ୟାନ୍‌, ଆଦିତ୍ୟ ବିର୍ଲା ଗ୍ରୁପ୍‌।
୮. ସୁନୀଲ ମିତଲ: ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଭାରତୀ ଏଣ୍ଟର୍‌ପ୍ରାଇଜେସ୍‌।
୯.ଦେଶ ବନ୍ଧୁ ଗୁପ୍ତା: ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଲୁପିନ୍‌ ଲିମିଟେଡ୍‌।
୧୦. ଶଶୀ ଏବଂ ରବି ରୁଇଆ: ଏହି ଦୁଇ ଭାଇ ଏସାର୍‌ ଗ୍ରୁପ୍‌ର ପ୍ରତିଷ୍ଠାତା।

ସମ୍ବନ୍ଧିତ ଖବର