ପ୍ରେରଣାଦାୟୀ ବକ୍ତା ସନ୍ଦୀପ ମହେଶ୍ୱରୀଙ୍କର ବଛା ବଛା ୧୦ ବକ୍ତବ୍ୟ; ଆପଣଙ୍କୁ କରାଇବ ସଫଳତା ସହ ପରିଚୟ

: ଯଦି ତୁମେ ସେପରି ଜଣେ ବ୍ୟକ୍ତିଙ୍କୁ ଅପେକ୍ଷା କରିଛ ଯିଏ ଆସି ତୁମ ଜୀବନକୁ ବଦଳାଇ ଦେବ, ତେବେ ଆଇନା ସାମ୍ନାକୁ ଯାଅ। ସେ ବ୍ୟକ୍ତି ସେଇଠି ଅଛନ୍ତି।

: ଆମକୁ ଦୌଡ଼ିବାର ନାହିଁ କି ଅଟକିବାର ନାହିଁ; ବାସ୍‌ ଚାଲିବାର ଅଛି।

: ସବୁଠାରୁ ବଡ଼ ରୋଗ ହେଉଛି, ‘ଲୋକ କ’ଣ କହିବେ’।

: ଭୁଲ୍‌ ଏହି ସୂଚନା ଦେଉଛି ଯେ ତୁମେ ଉଦ୍ୟମ କରୁଛ।

: ବ୍ୟକ୍ତି ନିକଟରେ ଦୁଇଟି ହିଁ ବିକଳ୍ପ ରହିଛି। ଜୀବନ ବିତାଇବା, ନଚେତ ଜୀବନକୁ ଜିଇବା।

: ଯଦି ସଫଳ ହେବାକୁ ଚାହଁ ତେବେ ଏପରି ଚିନ୍ତା କରନାହିଁ ଯେ ତୁମେ କ’ଣ ପାଇବ, ବରଂ ଏପରି ଚିନ୍ତା କର ତୁମେ କ’ଣ କରିପାରିବ।

: ଯଦି ତୁମେ ତୁମ ମନକୁ ଆୟତ୍ତରେ ନ ରଖ ସେ ତୁମକୁ ତା’ ଆୟତ୍ତକୁ ନେଇଯିବ।

: ଯେଉଁ ଲୋକ ଆପଣଙ୍କ ଉପରେ ହସୁଛନ୍ତି, ଖୁସି ହୁଅନ୍ତୁ ଯେ ସେ ଆପଣଙ୍କ ଆଡ଼େ ଦେଖୁଛନ୍ତି।

: ଆପଣଙ୍କ ଇଚ୍ଛା ଶକ୍ତି ସମ୍ମୁଖରେ ଦୁନିଆରେ ସବୁ ଶକ୍ତି ତୁଚ୍ଛ।

: ଯେଉଁଇରେ ରୁଚି ରହିଛି ସେହି କାମ କର। ଯଦି ତୁମକୁ ଜଣା ଅଛିକି ଏହି ଦୌଡ଼ରେ ତୁମର ପରାଜୟ ଥୟ, ;ସେ ଦୌଡ଼ରେ ଭାଗ ହିଁ କାହିଁକି ନେବ?

ସମ୍ବନ୍ଧିତ ଖବର