ଜୀବନରେ ଏମିତି ବ ବହୁତ ଜିନିଷ ଅଛି ଯାହାକୁ ମଣିଷ ବିଶ୍ୱାସ କରେ । କିନ୍ତୁ ତାହା କ’ଣ, ତାହାର ଉତ୍ପତ୍ତିି କେଉଁଠୁ ସେ ପ୍ରଶ୍ନର ଉତ୍ତର ମଣିଷ ଜାଣିବାକୁ ଚାହିଁ ମଧ୍ୟ ଜାଣି ପାରି ନାହିଁ । କିଛି ଏମିତି ଜିନିଷ ରହିଛି ଯାହାକୁ ଆମେ କେବଳ ବିଶ୍ୱାସ କରୁ । କିନ୍ତୁ ତାହା ସତ କି ନାହିଁ ସେ ରହସ୍ୟ ବିଜ୍ଞାନ ମଧ୍ୟ ଖୋଜି ପାଇ ନାହିଁ । ଆଜି ଆମେ ଜଣାଇବୁ କିଛି ଏମିତି ଜିନିଷ, ଯାହା ପଛର ସତ୍ୟତା ବୈଜ୍ଞାନିକ ମାନେ ମଧ୍ୟ ଖୋଜି ପାଇ ନାହାନ୍ତି। ଆସନ୍ତୁ ଜାଣିବା ସମାଧାନ ହୋଇପାରି ନଥିବା ଜିନିଷ ବିଷୟରେ....
/sambad/media/post_attachments/wp-content/uploads/2018/01/Science-have-no-Answer_Slide_2.jpg)
ନିଦ ସମସ୍ତଙ୍କୁ ଆସିଥାଏ। ନିଦ ଆସିଲେ ତା’ ସହ ସ୍ୱପ୍ନ ଆସିବା ସ୍ୱାଭାବିକ କଥା। କିନ୍ତୁ ସେ ସ୍ୱପ୍ନ କ’ଣ ପାଇଁ ଆସେ ସେ ବିଷୟରେ ଆପଣ କେବେ ଭାବିଛନ୍ତି କି ? ତେବେ ଏହି ସ୍ୱପ୍ନକୁ ନେଇ ବିଭିନ୍ନ ତତ୍ତ୍ୱ ରହିଛି। କୁହାଯାଏ କି ସ୍ୱପ୍ନ ହେଉଛି ଗଭୀର ନିଦରେ ମସ୍ତିଷ୍କ ମଧ୍ୟରେ ହେଉଥିବା କ୍ରିୟାଗୁଡ଼ିକର ପରିଣାମ। ଅର୍ଥାତ ଶୋଇବା ପୂର୍ବରୁ ମଣିଷ ଯେଉଁ ସବୁ କଥାକୁ ଭାବିଥାଏ, ଶେଇବା ପରେ ତାକୁ ସେହି ସମ୍ବନ୍ଧିତ ସ୍ୱପ୍ନ ଦେଖାଯାଇଥାଏ। ଏହା ସହ ମଣିଷ ନିଜର ଯେଉଁ ସବୁ ଇଚ୍ଛାଗୁଡ଼ିକୁ ସଫଳ କରି ପାରି ନଥାଏ, ସ୍ୱପ୍ନରେ ସେ ସେହି ଇଚ୍ଛାକୁ ସଫଳ ହେବାରେ ଦେଖିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ମଣିଷ ସହ ଆଗକୁ ଭଲ ବା ଖରାପ କିଛି ହେବାକୁ ଯାଉଥିଲେ ସେ ବିଷୟରେ ସ୍ୱପ୍ନ ମାଧ୍ୟମରେ ସଙ୍କେତ ମିଳିଥାଏ। ତେବେ ଏ ପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଜଣା ପଡ଼ି ନାହିଁ।
/sambad/media/post_attachments/wp-content/uploads/2018/01/Science-have-no-Answer_Slide_3.jpg)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_4.jpg)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_5-1.jpg)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_6.jpg)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_7.jpg)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_8.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Science-have-no-Answer_Slide_1-1.jpg)