ଜୀବନରେ ଏମିତି ବ ବହୁତ ଜିନିଷ ଅଛି ଯାହାକୁ ମଣିଷ ବିଶ୍ୱାସ କରେ । କିନ୍ତୁ ତାହା କ’ଣ, ତାହାର ଉତ୍ପତ୍ତିି କେଉଁଠୁ ସେ ପ୍ରଶ୍ନର ଉତ୍ତର ମଣିଷ ଜାଣିବାକୁ ଚାହିଁ ମଧ୍ୟ ଜାଣି ପାରି ନାହିଁ । କିଛି ଏମିତି ଜିନିଷ ରହିଛି ଯାହାକୁ ଆମେ କେବଳ ବିଶ୍ୱାସ କରୁ । କିନ୍ତୁ ତାହା ସତ କି ନାହିଁ ସେ ରହସ୍ୟ ବିଜ୍ଞାନ ମଧ୍ୟ ଖୋଜି ପାଇ ନାହିଁ । ଆଜି ଆମେ ଜଣାଇବୁ କିଛି ଏମିତି ଜିନିଷ, ଯାହା ପଛର ସତ୍ୟତା ବୈଜ୍ଞାନିକ ମାନେ ମଧ୍ୟ ଖୋଜି ପାଇ ନାହାନ୍ତି। ଆସନ୍ତୁ ଜାଣିବା ସମାଧାନ ହୋଇପାରି ନଥିବା ଜିନିଷ ବିଷୟରେ....
ଏହି ୯ଟି ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ଖୋଜି ପାଇ ନାହାନ୍ତି! ଜାଣନ୍ତୁ ସେହି ୯ଟି ପ୍ରସଙ୍ଗ କ’ଣ?
/sambad/media/post_attachments/wp-content/uploads/2018/01/Science-have-no-Answer_Slide_1-1.jpg)