/sambad/media/post_attachments/wp-content/uploads/2018/04/Debit-Card-Fraud_Slide_2.jpg)
ଆପଣଙ୍କ ଅଜାଣତରେ ଯଦି କେହି ଆପଣଙ୍କ ଆକାଉଣ୍ଟରୁ କାରବାର କରେ ତେବେ ଯଥା ଶୀଘ୍ର ବ୍ୟାଙ୍କ୍କୁ ଯାଇ ସୂଚନା ଦିଅନ୍ତୁ।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_3.jpg)
ଘଟଣା ଘଟିବାର ୩ ଦିନ ମଧ୍ୟରେ ଯେମିତି ବି ହେଉ ବ୍ୟାଙ୍କ୍କୁ ସୂଚିତ କରନ୍ତୁ।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_4.jpg)
ଯଦି ବ୍ୟାଙ୍କ୍ ବନ୍ଦ ଅଛି, ତା’ହେଲେ କଷ୍ଟମର୍ କେୟାର୍ ଡେସ୍କ ସହ କଥା ହୋଇ ଆପଣଙ୍କ ଅଭିଯୋଗ ରେଜିଷ୍ଟର କରନ୍ତୁ।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_5.jpg)
କେବେ ବି ଅଭିଯୋଗ ନମ୍ବର ନେବା ଭୁଲନ୍ତୁ ନାହିଁ। ଏହା ପରବର୍ତ୍ତୀ କାଳରେ ବହୁ କାମରେ ଆସିବ।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_6.jpg)
ଅନ୍ଲାଇନ୍ ନେଣଦେଣ ସମୟରେ ପବ୍ଲିକ୍ କମ୍ପ୍ୟୁଟର ବ୍ୟବହାର କରନ୍ତୁ ନାହିଁ। ସର୍ବଦା ସିକ୍ୟୋର େଓ୍ଵବ୍ସାଇଟ୍ରେ ହିଁ ନେଣଦେଣ କରନ୍ତୁ।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_7.jpg)
ଯଦି ‘https’ ରୁ େଓ୍ଵବ୍ସାଇଟ୍ ଆଡ୍ରେସ୍ ଆରମ୍ଭ ହେଉଛି, ତା’ହେଲେ ତାହା ଠିକ୍ ଅଛି।
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_8.jpg)
କାର୍ଡ୍ରୁ ହୋଇଥିବା ସମସ୍ତ ଟ୍ରାନ୍ଜାକ୍ସନ୍କୁ ଧ୍ୟାନ ସହକାରେ ଦେଖନ୍ତୁ। କାରଣ ଅନେକ ସମୟରେ ହାକର୍ସ ଜାଲିଆତି କରି ୟୁଜର ଆକାଉଣ୍ଟ୍କୁ ଭେରିଫାଏ କରିବା ପାଇଁ ବହୁତ ଛୋଟ ଟ୍ରାନ୍ଜେକ୍ସନ୍ କରିଥା’ନ୍ତି, ଯାହା ହଠାତ୍ ଧରାପଡ଼ି ନଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Debit-Card-Fraud_Slide_1.jpg)