publive-image

Advertisment

ଆପଣଙ୍କ ଅଜାଣତରେ ଯଦି କେହି ଆପଣଙ୍କ ଆକାଉଣ୍ଟରୁ କାରବାର କରେ ତେବେ ଯଥା ଶୀଘ୍ର ବ୍ୟାଙ୍କ୍‌କୁ ଯାଇ ସୂଚନା ଦିଅନ୍ତୁ।

publive-image

ଘଟଣା ଘଟିବାର ୩ ଦିନ ମଧ୍ୟରେ ଯେମିତି ବି ହେଉ ବ୍ୟାଙ୍କ୍‌କୁ ସୂଚିତ କରନ୍ତୁ।

publive-image

ଯଦି ବ୍ୟାଙ୍କ୍‌ ବନ୍ଦ ଅଛି, ତା’ହେଲେ କଷ୍ଟମର୍‌ କେୟାର୍‌ ଡେସ୍କ ସହ କଥା ହୋଇ ଆପଣଙ୍କ ଅଭିଯୋଗ ରେଜିଷ୍ଟର କରନ୍ତୁ।

publive-image

କେବେ ବି ଅଭିଯୋଗ ନମ୍ବର ନେବା ଭୁଲନ୍ତୁ ନାହିଁ। ଏହା ପରବର୍ତ୍ତୀ କାଳରେ ବହୁ କାମରେ ଆସିବ।

publive-image

ଅନ୍‌ଲାଇନ୍‌ ନେଣଦେଣ ସମୟରେ ପବ୍ଲିକ୍‌ କମ୍ପ୍ୟୁଟର ବ୍ୟବହାର କରନ୍ତୁ ନାହିଁ। ସର୍ବଦା ସିକ୍ୟୋର େଓ୍ଵବ୍‌ସାଇଟ୍‌ରେ ହିଁ ନେଣଦେଣ କରନ୍ତୁ।

publive-image

ଯଦି ‘https’ ରୁ େଓ୍ଵବ୍‌ସାଇଟ୍‌ ଆଡ୍ରେସ୍‌ ଆରମ୍ଭ ହେଉଛି, ତା’ହେଲେ ତାହା ଠିକ୍‌ ଅଛି।

publive-image

କାର୍ଡ୍‌ରୁ ହୋଇଥିବା ସମସ୍ତ ଟ୍ରାନ୍‌ଜାକ୍‌ସନ୍‌କୁ ଧ୍ୟାନ ସହକାରେ ଦେଖନ୍ତୁ। କାରଣ ଅନେକ ସମୟରେ ହାକର୍ସ ଜାଲିଆତି କରି ୟୁଜର ଆକାଉଣ୍ଟ୍‌କୁ ଭେରିଫାଏ କରିବା ପାଇଁ ବହୁତ ଛୋଟ ଟ୍ରାନ୍‌ଜେକ୍‌ସନ୍‌ କରିଥା’ନ୍ତି, ଯାହା ହଠାତ୍‌ ଧରାପଡ଼ି ନଥାଏ।