ସ୍ମାର୍ଟ୍ଫୋନ୍ରେ ଏମିତି ଏକ ସେଟିଙ୍ଗ୍ ରହିଛି, ଯାହାକୁ ଅନ୍ କରିଦେଲେ ଆପଣ ଯାହା ଦେଖିବାକୁ ଚାହୁଁଥିବେ କେବଳ ତାହା ଦେଖାଯିବ ଓ ଫୋନ୍ ସମ୍ପୂର୍ଣ୍ଣରୂପେ ଆପଣଙ୍କ ନିୟନ୍ତ୍ରଣରେ ରହିବ। ଆପଣ ଇଣ୍ଟର୍ନେଟ୍ ବ୍ୟବହାର କରି କୌଣସି ଆପ୍ ବା ୟୁଟ୍ୟୁବ୍ ଚଳାଇବା ସମୟରେ ଅଧିକାଂଶ ଖରାପ ଆଡ୍ଭର୍ଟାଇଜ୍ ଆସି ଯାଇଥାଏ। ସେତେବେଳେ କିଏ ପାଖରେ ଥିଲେ ଖୁବ୍ ଲାଜ ଲାଗିଥାଏ। ଫୋନ୍ରେ ଥିବା ଏକ ସେଟିଙ୍ଗ୍ରୁ ଏହାକୁ ବନ୍ଦ କରି ପାରିବେ, ଜାଣନ୍ତୁ ଏହି ଷ୍ଟେପ୍ସ୍କୁ ଫଲୋ କରି….
ସ୍ମାଟ୍ର୍ଫୋନ୍ରେ ଯାହା ଇଚ୍ଛା ତାହା କରି ପାରିବେ, କେବଳ ଅନ୍ କରନ୍ତୁ ଏହି ସେଟିଙ୍ଗ୍କୁ
ସ୍ମାର୍ଟ୍ଫୋନ୍ରେ ଏହି ସେଟିଙ୍ଗ୍ କରିବା ଜରୁରି!
/sambad/media/post_attachments/wp-content/uploads/2018/02/Smartphone-Setting_Every-Users-Should-On_Slide_1.jpg)