ଏସିଆ ଓ ୟୁରୋପର କିଛି ସ୍ଥାନ ମଧ୍ୟରେ ବର୍ତ୍ତମାନ ପ୍ରତିଯୋଗିତାମୂଳକ ଭାବରେ ଚାଲିଛି ଏମିତି କିଛି ଟ୍ରେନ୍ , ଯାହା ୧୦୦୦ କିଲୋମିଟର ବେଗରେ ଗତି କରୁଛି ବୋଲି ଜର୍ଣ୍ଣଲ୍ ଅଫ୍ ଆଡ୍ଭାନ୍ସ ଟ୍ରାନ୍ସପୋର୍ଟେସନ୍ରେ ପ୍ରକାଶ ପାଇଛି। ଏହା ବ୍ୟତୀତ ଯାତ୍ରା ସମୟ କମ୍ କରିବା ପାଇଁ ଯାତ୍ରୀମାନେ ମଧ୍ୟ ନୂଆ ଟେକ୍ନୋଲୋଜିରେ ପ୍ରସ୍ତୁତ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସମସ୍ତ ସ୍ଥାନରେ ନୂଆ ଟେକ୍ନୋଲୋଜି ଆସିବା ପାଇଁ ଆହୁରି କିଛି ବର୍ଷ ଲାଗିପାରେ। ଦେଖନ୍ତୁ କେଉଁ ସ୍ଥାନରେ କେତେ ବେଗରେ ଗତି କରୁଛି ଟ୍ରେନ୍….
/sambad/media/post_attachments/wp-content/uploads/2018/02/Train-Running-Speed_Infographics_2.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_3.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_1.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_4.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_5.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_6.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_7.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_8.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_9.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_10.jpg)
/sambad/media/post_attachments/wp-content/uploads/2018/02/Train-Running-Speed_Infographics_11.jpg)