କେବେବି ସ୍ଲୋ କିମ୍ବା ହ୍ୟାଙ୍ଗ୍‌ ହେବନି ଆପଣଙ୍କ ସ୍ମାର୍ଟ୍‌ଫୋନ୍‌, କେବଳ ଏହି ୪ଟି ଜିନିଷ ବନ୍ଦ କରି ଦିଅନ୍ତୁ

ଏହି ଟିପ୍ସ୍‍ ଯଦି ଆପଣ ଫଲୋ କରନ୍ତି, ତେବେ ଆଉ ହ୍ୟାଙ୍ଗ୍‌ ହେବ ନାହିଁ ଫୋନ୍‌

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀ; ତା’ହେଲେ ଅନୁଭବ କରିଥିବେ କି ଫୋନ୍‌ କିଣିବାର କିଛି ମାସ ପରେ ଏହା ଟିକେ ସ୍ଲୋ ହୋଇଯାଇଛି।

ଆପଣ ଅନୁଭବ କରିଥିବେ କି, ଫୋନ୍‌ କିଣିବାର କିଛି ମାସ ପରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଟିକେ ସ୍ଲୋ ହୋଇଯାଇଛି। ଯେମିତିକି ଆପ୍‌ ଖୋଲିଲେ ବା କୌଣସି ଆପ୍‌ ଖୋଲାଥିଲେ ଓ ସ୍କ୍ରିନ୍‌କୁ ଯିବାପାଇଁ ଚାହିଁଲେ ଟିକିଏ ଅଧିକ ସମୟ ନେଉଛି। ଏମିତିରେ ବ୍ୟବହାର କରୁ ନଥିବା ଆପ୍ସ୍‍ ଗୁଡ଼ିକୁ ଅନ୍‌ଇନ୍‌ଷ୍ଟଲ୍‌ କରି ଫୋନ୍‌ ମେମୋରିକୁ ଖାଲି ରଖି ପାରିବେ।

 

 

ସମ୍ବନ୍ଧିତ ଖବର