ଏହି ୪ଟି ମୋବାଇଲ୍‌ ଆପ୍ସ୍‍ ଅଜବ ଧରଣର! କେବେ ବ୍ୟବହାର କରିଛନ୍ତି କି?

ଏମିତି କିଛି ଆପ୍ସ୍‍ ରହିଛି, ଯାହାର ବ୍ୟବହାର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ!

ଏହି ଆପ୍ସ୍‍ଗୁଡ଼ିକୁ ଲକ୍ଷ ଲକ୍ଷ ଲୋକେ ଡାଉନ୍‌ଲୋଡ଼୍‍ କରୁଛନ୍ତି ଓ ଭଲ ରେଟିଙ୍ଗ୍‌ ମଧ୍ୟ ଦେଉଛନ୍ତି। କିନ୍ତୁ ଏହାର ବ୍ୟବହାରରେ ସାବଧାନତା ପରଖିବା ମଧ୍ୟ ଜରୁରୀ, ନହେଲେ ଆପଣଙ୍କ ଡିଭାଇସ୍‌କୁ ଏହା ଖରାପ କରିପାରେ। ଜାଣନ୍ତୁ ପ୍ଲେ ଷ୍ଟୋର୍‌ରେ ଥିବା ଏମିତି କିଛି ଆପ୍ସ୍‍ ବିଷୟରେ।

 

ସମ୍ବନ୍ଧିତ ଖବର