ଏଲିଏନ୍‌ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ଏହି ବ୍ୟକ୍ତି, ଘଟଣାଟି କ’ଣ ଜାଣନ୍ତୁ

ନ୍ୟୁ ଜର୍ସି: ‘ଏଲିଏନ୍ସ’ ଶବ୍ଦ ଶୁଣିବା ମାତ୍ରେ ଆପଣଙ୍କ ମନରେ ଏକ ବିଚିତ୍ର ଧରଣର ଛବି ଆଙ୍କି ହୋଇଯିବଣି। ଆପଣ ପରଗ୍ରହର ଜୀବ ଏଲିଏନ୍ସ ସମ୍ପର୍କ ବିଭିନ୍ନ ଅଶ୍ଚର୍ଯ୍ୟଜନକ ଘଟଣା ଶୁଣିଥିବେ। କେହିକେହି ଏଲିଏନ୍ସକୁ ଦେଖିଥିବା ଓ ତାକୁ ଧରିଥିବାର ବି ଦାବି କରିଛନ୍ତି। ଜାଣନ୍ତୁ

ତେବେ ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ଏଲିଏନ୍ସକୁ ନେଇ ଏପରି ଏକ ଦାବି କରିଛନ୍ତି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସେ କେବଳ ସେ ଏଲିଏନ୍‌କୁ ଧରିଛନ୍ତି ତାହା ନୁହେଁ, ଏଲିଏନ୍ସ ସହିତ ଶାରୀରିକ ସମ୍ପର୍କ ବି ରଖିଥିଲେ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣାଟି କ’ଣ..

ଆମେରିକାର ନ୍ୟୁ ଜର୍ସିରେ ରହୁଥିବା ଡେଭିଡ ହଙ୍ଗିସ୍‌ଙ୍କ ଦାବି କରି କହିଛନ୍ତି, ‘ସେ ଏଲିଏନ୍ସକୁ ଭେଟିଛନ୍ତି। ତାଙ୍କର ଦାବି ଏହିଠାରେ ହିଁ ଶେଷ ହୋଇଯାଇନାହିଁ। ଡେଭିଡଙ୍କ ମୁତାବକ, ସେ ଏଲିଏନ୍ସକୁ ଭେଟିବା ସହିତ ତା’ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଶାରୀରିକ ସମ୍ପର୍କ ରଖିବା ପରେ ଏଲିଏନ୍ସ ଡେଭିଡଙ୍କ ୧୦୦ରୁ ଊର୍ଧ୍ୱ ସନ୍ତାନକୁ ବି ଜନ୍ମ ଦେଇଥିଲା। ଏଲିଏନ୍ସ ସହିତ ଡେଭିଡଙ୍କୁ ସାକ୍ଷାତ ୮ବର୍ଷ ବୟସରେ ହୋଇଥିଲା। ଏହାପରେ ଏଲିଏନ୍ସ ସହିତ ଡେଭିଡଙ୍କ ଦେଖାସାକ୍ଷାତ ଅନେକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏଲିଏନ୍ସ ମଧ୍ୟରୁ ଜଣେ ମାଇ ଏଲିଏନ୍‌ ଥିଲା, ଯାହାର ନାମ ଡେଭିଡ ଦେଇଥିଲେ ‘କ୍ରିସେଣ୍ଟ’। ୧୮ବର୍ଷ ବୟସରେ ଡେଭିଡ୍‌ ମାଇ ଏଲିଏନ୍‌ କ୍ରିସେଣ୍ଟ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଭର୍ଜିନିଟ୍‌ ଲସ୍‌ କରିଥିଲେ ବୋଲି କହିଛନ୍ତି। ଅନେକ ବର୍ଷ ଧରି ସେ କ୍ରିସେଣ୍ଟ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କ୍ରିସେଟ ମଧ୍ୟ ଡେଭିଡଙ୍କ ୧୦୦ପାଖାପାଖି ସନ୍ତାନକୁ ଜନ୍ମ ଦେଇଥିଲା। ଯେଉଁଥିରେ ଅଧିକାଂଶ ମାଇ ଏଲିଏନ୍‌ ଥିଲେ।

ତେବେ ଡେଭିଡଙ୍କ କଥା ଓ ତାଙ୍କ ଦାବିକୁ ଗମ୍ଭୀରତା ସହ ନେବା ସହିତ ଏହାର ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ହୋଇଛି। ଏହି ଡକ୍ୟୁମେଣ୍ଟାରିର ନାମ ‘ଲବ୍‌ ଆଣ୍ଡ ମାସର୍ସ’। ଏହି ସ୍ୱଳ୍ପ ସିନେମାରେ ଡେଭିଡ ଓ ଏଲିଏନ୍‌ଙ୍କ ଭେଟ କିପରି ହୋଇଥିଲା, ସେମାନଙ୍କ ମଧ୍ୟରେ କିପରି ସମ୍ପର୍କ ଯୋଡ଼ି ହେଲା ସେ ଦୃଶ୍ୟକୁ ଦର୍ଶାଯାଇଛି।

ବମର୍ତ୍ତମାନ ଡେଭିଡଙ୍କ ବୟସ ୭୪ବର୍ଷ। ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଛି। ଡେଭିଡ ଏକ ଷ୍ଟୋରରେ ବିଲିଂ କାଉଣ୍ଟରର କାମ କରନ୍ତି। ଡେଭିଡ ହଙ୍ଗିସ୍‌ ଓ ଏଲିଏନ୍‌ ସହିତ ହୋଇଥିବା ସାକ୍ଷାତ ଓ ଦୁହିଁଙ୍କ ମଧ୍ୟରେ ରହିଥିବା ଶାରୀରିକ ସମ୍ପର୍କକୁ ନେଇ ଡକ୍ୟୁମେଣ୍ଟାରି ସିନେମା ପ୍ରସ୍ତୁତ କରୁଥିବା ବ୍ରେଡ ଅବ୍ରାହମ କହନ୍ତି, ଡେଭିଡଙ୍କ ଦାବିକୁ ନେଇ ଡକ୍ୟୁମେଣ୍ଟାରି ବନାଇବାକୁ ନେଇ ମୁଁ ଗମ୍ଭୀରତା ସହ ଚିନ୍ତା କରିଥିଲି। ଏ ସମ୍ପର୍କରେ ମୁଁ ତାଙ୍କ ପୁଅ, ଝିଅ, ତାଙ୍କର ବୋସ୍‌ ଓ ପାଖପଡୋଶି ସମସ୍ତଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲି। କାଳେ ଡେଭିଡ ମିଛ କହୁଛନ୍ତି କି ! କିନ୍ତୁ ସମସ୍ତେ ଡେଭିଡଙ୍କ ଦାବିକୁ ସତ ବୋଲି କହୁଥିଲେ।

ଡେଭିଡ କହନ୍ତି, ମୋ ସହିତ ଘଟିଥିବା ଘଟଣାକୁୁ ବିଶ୍ୱାସ କରିବା ପାଇଁ କାହାକୁ ବାଧ୍ୟ କରେ ନାହିଁ। କାରଣ ମୋ ପାଖରେ କୌଣସି ପ୍ରମାଣ ନାହିଁ।

ସମ୍ବନ୍ଧିତ ଖବର