ଏହି ଟ୍ରିକ୍କୁ ଫଲୋ କରି ଆପଣ ଫେସ୍ବୁକ୍ରେ ୧୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ବଢ଼େଇ ପାରିବେ। ‘Wefbee’ େଓ୍ଵବ୍ସାଇଟ୍ ଖୋଲି କିଛି ସହଜ ପ୍ରୋସେସ୍ ଫଲୋ କରିବା ପରେ ଆପଣଙ୍କ ଫେସ୍ବୁକ୍ ଆକାଉଣ୍ଟ୍କୁ ଅନ୍ଲିମିଟେଡ୍ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ (ଥରକେ ୩୦ - ୩୫) ଆସିଥାଏ, ଅଧିକ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପାଇଁ ସମାନ ପ୍ରୋସେସ୍ ଅବଲମ୍ବନ କରନ୍ତୁ।
ଷ୍ଟେପ୍-୧: ନୂଆ ପେଜ୍ ଖୋଲିଲା ପରେ ସ୍କ୍ରଲ୍ କରନ୍ତୁ ଓ Click hereରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୨: ଏବେ ଆପଣଙ୍କ ମୋବାଇଲ୍ ନମ୍ବର ବା ଫେସ୍ବୁକ ଆଇଡି ଓ ପାସ୍ଓ୍ଵାର୍ଡ ଏଠାରେ ଦିଅନ୍ତୁ।
ଷ୍ଟେପ୍-୩: ବର୍ତ୍ତମାନ ଏକ ଲିଙ୍କ୍ ଜେନେରେଟ୍ ହେବ। ସବୁଜ ରଙ୍ଗ ବକ୍ସ୍ ଭିତରେ ଥିବା କଣ୍ଟେଣ୍ଟ୍କୁ କପି କରନ୍ତୁ।
ଷ୍ଟେପ୍-୪: ଲିଙ୍କ୍କୁ Click here ଅପ୍ସନ୍ ଥିବା ପେଜ୍କୁ ଯାଇ < > ଏହି ବକ୍ସ୍ ଭିତରେ ପେଷ୍ଟ୍ କରି ସବ୍ମିଟ୍ରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୫: ଏବେ ନୂଆ ପେଜ୍ ଖୋଲିବ। ଏଥିରେ ‘Use Auto Request’ରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୬: ଏବେ ‘I m not a robot’ ରେ କ୍ଲିକ୍ କରି ‘Send Auto Request to me’ ରେ କ୍ଲିକ୍ କରନ୍ତୁ।
ଷ୍ଟେପ୍-୭: ବର୍ତ୍ତମାନ ଆପଣଙ୍କ ଫେସ୍ବୁକ୍ ଆଇଡିକୁ ଚେକ୍ କରନ୍ତୁ। ଆପଣଙ୍କ ଆକାଉଣ୍ଟ୍କୁ ୨୫ ରୁ ୩୦ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ଆସିଯାଇଥିବ। ଏହି ପ୍ରକ୍ରି୍ରୟାକୁ ବାରମ୍ବାର ବ୍ୟବହାର କରି ଆପଣ ୧୦୦୦ ପର୍ଯ୍ୟନ୍ତ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ଆଣିପାରିବେ।