ଆମେ ଅନେକ ରାତିରେ କେତେକ ସ୍ୱପ୍ନ ଦେଖିଥାଉ । କାରଣ ଏହା ମଣିଷର ଏକ ସହଜାତ ପ୍ରବୃତ୍ତି। ଆମେ ଅନେକ ସମୟରେ ମହିଳାଙ୍କୁ ନେଇ ବିଭିନ୍ନ ଧରଣର ଅଙ୍ଗଭଙ୍ଗୀ ଓ ଭିନ୍ନ ଭିନ୍ନ ଅବସ୍ଥାରେ ସ୍ୱପ୍ନରେ ଦେଖିଥାଉ । ଆସନ୍ତୁ ଜାଣିବା କେଉଁ ସ୍ଥିତିରେ ଥିବା ମହିଳାଙ୍କୁ ସ୍ୱପ୍ନରେ ଦେଖିଲେ, ଭଲ ସମୟ ଆସୁଛି । ଯଦି ଜଣେ ପୁରୁଷ ସ୍ୱପ୍ନରେ ଜଣେ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖୁଥିବାର ସ୍ୱପ୍ନ ଦେଖିଲେ, ସେ ଧନୀ ହେବେ ।
/sambad/media/post_attachments/wp-content/uploads/2018/06/dream-woman-sleep-stock-today-160224_bac23bfd00a453f1f078166885babeed.today-inline-large-300x169.jpg)
ଯଦି ଜଣେ ପୁରୁଷ ଜଣେ ବ୍ଲଣ୍ଡ କେଶ ଥିବା ମହିଳାଙ୍କୁ ସ୍ୱପ୍ନରେ ଦେଖନ୍ତି, ତେବେ ତାଙ୍କର ଏକ ସମ୍ଭ୍ରାନ୍ତ ଓ ଧନୀ ପରିବାରରେ ବାହାଘର ହେବା ଥୟ ବୋଲି ଜାଣନ୍ତୁ । ଜଣେ ପୁରୁଷ ଜଣେ ମହିଳା ତାଙ୍କ ବେକରେ ମାଳା ବରଣ କରୁଥିବାର ଦୃଶ୍ୟ ଦେଖିଲେ, ଉକ୍ତ ବ୍ୟକ୍ତିଙ୍କର କ୍ୟାରିଅର୍ ଖୁବ୍ ସଫଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ସୁନ୍ଦରୀ ବଧୂଙ୍କୁ ସ୍ୱପ୍ନରେ ଦେଖନ୍ତି, ତେବେ ତାଙ୍କ ଜୀବନ ସୁଖମୟ ହେବ ବୋଲି ଜାଣନ୍ତୁ । ଯଦି ଜଣେ ବ୍ୟକ୍ତି ନିଜ ପତ୍ନୀ ବା ପ୍ରେମିକାଙ୍କୁ ଏକ ଟ୍ରିପ୍ରେ ନେଉଥିବାର ସ୍ୱପ୍ନ ଦେଖନ୍ତି , ତେବେ ତାଙ୍କର ବୈବାହିକ ଜୀବନ ସଫଳ ହେବ ବୋଲି ଜାଣନ୍ତୁ । ଜଣେ ପୁରୁଷ ସ୍ୱପ୍ନରେ ପରୀଙ୍କୁ ଦେଖିଲେ, ସେ ନିକଟ ଭବିଷ୍ୟତରେ ଧନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Man-Sleeping.jpg)