ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଝିଅକୁ ବିବାହ କରନ୍ତି ପିତା

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ଦେଶ ଅଛି, ଯିଏ ନିଜର ଅଦ୍ଭୁତ ନିୟମ ପାଇଁ ଚର୍ଚ୍ଚାରେ ରହିଥାଏ । ଏପରି ଏକ ଦେଶ ହେଉଛି ଇରାନ, ଏହି ଦେଶରେ ଏପରି ନିୟମ ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହାତ ମିଲାଇବା ଠାରୁ ଶାରିରୀକ ସମ୍ପର୍କ ରଖିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଉପରେ ବିଭିନ୍ନ ନିୟମ ଲାଗୁ କରାଯାଏ ।

ଇରାନରେ ମହିଲାମାନେ ଅଜଣା ପୁରୁଷ ସହ ହାତ ମଳାଇବାକୁ ଅପରାଧ ମନାଯାଇଥାଏ । ମହିଲା ଯଦି କୌଣସି ଅଜଣା ପୁରୁଷ ସହ ହାତ ମିଳାଉଥିବା ଦେଖିବାକୁ ମିଳିଥାଏ ତାହାଲେ ତାଙ୍କୁ ଗିରଫ କରାଯାଏ । ଏଠାରେ ମହିଲାମାନେ ଟାଇଟ୍‌ ଡ୍ରେସ୍‌ ପିନ୍ଧିଲେ ଅପରାଧି ବୋଲି ମନାଯାଏ । ଏହା ସହ ଏଠାରେ ଏପରି ନିୟମ ଅଛି ଯେ ମହିଲାମାନେ ତାଙ୍କ ପତିଙ୍କୁ ତାଙ୍କ ସହ ସମ୍ପର୍କ ରଖିବାକୁ ମନା କରିପାରିବେ ନାହିଁ । ଏହି ଦେଶରେ ମହିଲାମାନଙ୍କୁ ଷ୍ଟାଡିୟମରେ ପୁରୁଷଙ୍କ ଖେଳ ଦେଖିପାରିବେ ନାହିଁ । ଇରାନରେ ପୁରୁଷମାନେ ମହିଲାଙ୍କୁ ତଲାକ ଦେବାର ଅଧିକାର ଅଛି କିନ୍ତୁ ମହିଲାମାନେ ପୁରୁଷମାନଙ୍କୁ ତଲାକ ମାଗି ପାରିବେ ନାହିଁ ।

ଇରାନରେ ସବୁଠୁ ଆଶ୍ଚର୍ଯ୍ୟ କଲା ଭଲି ନିୟମ ହେଉଛି ଏଠାରେ ପିତା ନିଜ ଝିଅକୁ ବିବାହ କରିପାରିବେ । ୨୦୧୩ ମସିହାରେ ଇରାନରେ ଏହି ଆଇନ ପାସ୍‌ ହୋଇଥିଲା । ଯାହା ବଳରେ ପିତା ପୌଷ୍ୟ କନ୍ୟା ସନ୍ତାନକୁ ବିବାହ କରିପାରିବେ, କିନ୍ତୁ ଏଥିପାଇଁ କନ୍ୟାର ବୟସ ୧୩ ବର୍ଷ ହୋଇଥିବା ଦରକାର ।

ସମ୍ବନ୍ଧିତ ଖବର