ପିଜା ଓ ପାସ୍ତା ଉଭୟର ପୋଷକତତ୍ତ୍ବ ପ୍ରାୟତଃ ସମାନ। ପିଜା କିମ୍ବା ପାସ୍ତା; କେଉଁଟି ବି ଏକ ସ୍ବାସ୍ଥ୍ୟକର ଖାଦ୍ୟର ମାନ୍ୟତା ପାଇନାହିଁ। କିନ୍ତୁ ସୁସ୍ଥ ଜୀବନଶୈଳୀ ପାଇଁ ଉଭୟକୁ ସାମାନ୍ୟ ମାତ୍ରାରେ ଆମେ ଆମ ଖାଦ୍ୟ ସାରଣୀରେ ସାମିଲ କରିପାରିବା। ପାସ୍ତା ଅପେକ୍ଷା ପିଜାରେ ଅଧିକ ମାତ୍ରାରେ ଫ୍ୟାଟ୍ ରହିଥିବାରୁ, ପାସ୍ତାଠାରୁ ପିଜା ଅଧିକ ସ୍ବାସ୍ଥ୍ୟକର ବୋଲି କୁହାଯାଇପାରିବ ନାହିଁ। ତେବେ ଉଭୟର ପ୍ରସ୍ତୁତି ପ୍ରଣାଳୀକୁ ନେଇ ଉଭୟଙ୍କର ସ୍ବାସ୍ଥ୍ୟ ଉପକାରିତା ନିର୍ଭର କରିଥାଏ। ଅଧିକ ପନିପରିବା ଓ ସ୍ବାସ୍ଥ୍ୟକର ସାମଗ୍ରୀ ସହ ପ୍ରସ୍ତୁତ କଲେ ଉଭୟ ସ୍ବାେସ୍ଥ୍ୟାପଯୋଗୀ ହେବା ସହ ସୁସ୍ବାଦୁ ବି ହୋଇପାରିବ।
କେଉଁଟି ଅଧିକ ସ୍ବାସ୍ଥ୍ୟକର
ପିଜା ଓ ପାସ୍ତା ଉଭୟର ପୋଷକତତ୍ତ୍ବ ପ୍ରାୟତଃ ସମାନ। ପିଜା କିମ୍ବା ପାସ୍ତା; କେଉଁଟି ବି ଏକ ସ୍ବାସ୍ଥ୍ୟକର ଖାଦ୍ୟର ମାନ୍ୟତା ପାଇନାହିଁ। କିନ୍ତୁ ସୁସ୍ଥ ଜୀବନଶୈଳୀ ପାଇଁ ଉଭୟକୁ ସାମାନ୍ୟ ମାତ୍ରାରେ ଆମେ ଆମ ଖାଦ୍ୟ ସାରଣୀରେ ସାମିଲ କରିପାରିବା।
/sambad/media/media_files/2025/04/09/HMeoGhrZWXjU34EZgwuV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)