ଶିଶୁ ବଦଳରେ ଘୋଡା ଛୁଆକୁ ଜନ୍ମଦେଲେ ମହିଳା

ନାଇଜେରିଆ: ମହିଳା ଘୋଡା ଛୁଆକୁ ଜନ୍ମ ଦେଇଛନ୍ତି । ଆଶ୍ଚଯ୍ୟର୍ ଲାଗୁଥିଲେ ମଧ୍ୟ ସତ । ନାଇଜେରିଆରେ ଜଣେ ମହିଳା ଘୋଡା ଛୁଆକୁ ଜନ୍ମ ଦେଇଛନ୍ତି । ତାହାର ଚାରୋଟି ଗୋଡ ଥିବା ବେଳେ ମୁଣ୍ଡଟି ଘୋଡାପରି ଦେଖା ଯାଉଛି । ମହିଳା ଘୋଡା ଛଆଟିକୁ ଜନ୍ମ ଦେବାପରେ ଛୁଆ ଟିକୁ ଦେଖିବାକୁ ମେଡିକାଲରେ ଲୋକଙ୍କ ଭିଡ ଜମିଥିଲା । ନର୍ସ ମିସେସ୍‌ ଭୋରିନିକାଙ୍କ କହିବା ଅନୁଯାୟୀ ମହିଳା ଜଣକ ଏକ ପରିବା ବ୍ୟବସାୟୀ, ସେ ପରିବା ବିକି ନିଜର ପୁରୁଷ ବନ୍ଧୁଙ୍କୁ ପାଠପଢାଉ ଥିଲେ । ମହିଳା ଜଣଙ୍କ ତାଙ୍କୁ ବିବାହ କରିବାକୁ କହିବାରୁ ସେ ତାଙ୍କ ସହ ସମ୍ପର୍କ କାଟି ପଳାଇଥିଲେ । ଏହା ପରେ ମହିଳା ଜଣଙ୍କ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ।

ସୂଚନା ମୁତାବକ ମହିଳା ଜଣକ ପେଟରେ କିଛି ଦିନ ହେବ ଯନ୍ତ୍ରଣା ଅନୁଭବ କରୁଥିଲେ । ମେଡିକାଲରେ ଡାକ୍ତର ପରିକ୍ଷା କରି କହିଥିଲେ ତୁମ ପେଟରେ ସାଧାରଣ ପିଲା ନାହିଁ । ଡକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ କିନ୍ତୁ ସେ କରିନଥିଲେ । ଏହା ପରେ ସେ ଘୋଡା ଛୁଆକୁ ଜନ୍ମ ଦେଇଥିଲେ ।

ସମ୍ବନ୍ଧିତ ଖବର