ଏଠାରେ ମହିଳାମାନେ ପୁରୁଷମାନଙ୍କର ଏହି ଜିନିଷ ଦେଖି ବିବାହ ପାଇଁ ରାଜି ହୋଇଥାନ୍ତି!

ବିବାହ କରିବା କୌଣସି ବି ମଣିଷ ଜୀବନରେ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ଭାରତରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ଲୋକେମାନେ ଭାବିବା ସହ ଏହି ବନ୍ଧନରେ ସାରା ଜୀବନ ବାନ୍ଧି ହୋଇ ରହିଥାନ୍ତି । କିନ୍ତୁ ଦୁନିଆରେ ଏମିତି କିଛି ଦେଶ ରହିଛି ଯେଉଁଠି ମହିଳାମାନେ ବିବାହ ପୂର୍ବରୁ ପୁରୁଷମାନଙ୍କର ଏହି ଖାସ୍‌ ଜିନିଷ ଦେଖିଥାନ୍ତି ।

The Independent

ସୂଚନା ମୁତାବକ, ପଶ୍ଚିମ ଦେଶମାନଙ୍କରେ ଏବେ ବି ବିବାହ କରିବା ପୂର୍ବରୁ ମହିଳାମାନେ ନିଜର ସ୍ୱୟଂମ୍ବର କରାଇଥାନ୍ତି । ସ୍ୱୟଂମ୍ବରରୁ ଜଣଙ୍କୁ ନିଜ ଜୀବନସାଥୀ ଭାବେ ବାଛିବା ପରେ ଯୁବକଙ୍କୁ ମଦ ପିଇବା ପାଇଁ ଦିଆଯାଇଥାଏ । ମଦ ପିଇ ସାରିବା ପରେ ଯୁବକଙ୍କ ଦେହରେ ୧୨୦ଭୋଲ୍‌ଟର କରେଣ୍ଟ ଦିଆଯାଇଥାଏ । ଯଦି ନିଶାରେ ଥାଇ ସେ ସେହି କରେଣ୍ଟକୁ ସହ୍ୟ କରି ପାରନ୍ତି । ତେବେ ଯାଇ ମହିଳାମାନେ ବଛା ଯାଇଥିବା ଯୁବକଙ୍କୁ ବିବାହ ପାଇଁ ରାଜି ହୋଇଥାନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅନେକ ଦେଶରେ ବିବାହ ପୂର୍ବରୁ ଏଭଳି ପ୍ରଥା ରହିଛି ।

ସମ୍ବନ୍ଧିତ ଖବର