ବିଶ୍ୱ ନଗର ଦିବସ

‘ଜାତି ସ˚ଘ’ର ସାଧାରଣ ପରିଷଦର ଅନୁମୋଦନକ୍ରମେ ପ୍ରତିବର୍ଷ ଅକ୍‌ଟୋବର‌ ୩୧ରେ ‘ବିଶ୍ୱ ନଗର ଦିବସ’ ପାଳନ କରାଯାଉଛି। ସାରା ବିଶ୍ୱରେ ସହରୀକରଣ କେଉଁ କାଳୁ ଚାଲିଛି। ଅଧିକରୁ ଅଧିକ ସ˚ଖ୍ୟକ ମଣିଷ ନଗରରେ ବାସକରିବାକୁ ଆଗ୍ରହୀ। ଏହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ଏ ପ୍ରସଙ୍ଗରେ ସବୁ ସ୍ତରରେ ଆଲୋଚନା ଆବଶ୍ୟକ। ନଗର ନାମରେ ଗ୍ରାମକୁ ନଷ୍ଟ କରିବା ଅନୁଚିତ। ସହରର ସମସ୍ୟାର ସମାଧାନ ପାଇଁ ସମସ୍ତେ ସଚେତନ ହେବା ଉଚିତ। ଏହି ଦିନର ଲକ୍ଷ୍ୟ- ଅଧିକ ଉତ୍ତମ ସହର, ଅଧିକ ଉତ୍ତମ ଜୀବନ।

ସମ୍ବନ୍ଧିତ ଖବର

Comments are closed.