‘ଜାତି ସ˚ଘ’ର ସାଧାରଣ ପରିଷଦର ଅନୁମୋଦନକ୍ରମେ ପ୍ରତିବର୍ଷ ଅକ୍ଟୋବର ୩୧ରେ ‘ବିଶ୍ୱ ନଗର ଦିବସ’ ପାଳନ କରାଯାଉଛି। ସାରା ବିଶ୍ୱରେ ସହରୀକରଣ କେଉଁ କାଳୁ ଚାଲିଛି। ଅଧିକରୁ ଅଧିକ ସ˚ଖ୍ୟକ ମଣିଷ ନଗରରେ ବାସକରିବାକୁ ଆଗ୍ରହୀ। ଏହାର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ଏ ପ୍ରସଙ୍ଗରେ ସବୁ ସ୍ତରରେ ଆଲୋଚନା ଆବଶ୍ୟକ। ନଗର ନାମରେ ଗ୍ରାମକୁ ନଷ୍ଟ କରିବା ଅନୁଚିତ। ସହରର ସମସ୍ୟାର ସମାଧାନ ପାଇଁ ସମସ୍ତେ ସଚେତନ ହେବା ଉଚିତ। ଏହି ଦିନର ଲକ୍ଷ୍ୟ- ଅଧିକ ଉତ୍ତମ ସହର, ଅଧିକ ଉତ୍ତମ ଜୀବନ।
ବିଶ୍ୱ ନଗର ଦିବସ
/sambad/media/post_attachments/wp-content/uploads/2020/10/World-Cities-Day-640x348-1.jpg)