Sambad is now on WhatsApp
Join and get latest news updates delivered to you via WhatsApp
ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ଏହି ପ୍ରତିମୂର୍ତ୍ତିର ବିଶେଷତ୍ୱ କ’ଣ? ପୃଥିବୀର ଅନ୍ୟ ଉଚ୍ଚତମ ପ୍ରତିମୂର୍ତ୍ତି ବିଷୟରେ ଜାଣନ୍ତୁ
ପୃଥିବୀର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’
ଗୁଜୁରାଟର ଅହମ୍ମଦାବାଦ୍ ଠାରୁ ୨୦୦ କିମି ଦୂରରେ ନିର୍ମିତ ହୋଇଛି
୧୮୨ ମିଟର (୫୯୮ ଫୁଟ) ଉଚ୍ଚ
ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ଉଚ୍ଚତାରେ ପ୍ରାୟ ୨ ଗୁଣ ବଡ଼
କେଉଁ ସାମଗ୍ରୀରେ ନିର୍ମିତ ହୋଇଛି ଏହି ପ୍ରତିମୂର୍ତ୍ତି
୫,୭୦୦ ଟନ୍ ଷ୍ଟିଲ୍
୨୨,୫୦୦ ଟନ୍ ସିମେଣ୍ଟ୍
୧୮,୫୦୦ ଟନ୍ ଲୁହା ଛଡ଼
୧୮.୫ ଲକ୍ଷ କିଲୋ କାଂସ୍ୟ
ଖର୍ଚ୍ଚ ହୋଇଛି ପ୍ରାୟ ୩,୦୦୦ କୋଟି ଟଙ୍କା
୩,୪୦୦ ଜଣ ୨୪ ଘଣ୍ଟା ଧରି କାମ କରିଛନ୍ତି
ପ୍ରତିମୂର୍ତ୍ତି ଉପରକୁ ଲିଫ୍ଟ ସାହାଯ୍ୟରେ ୧୫୩ ମିଟର ଉଚ୍ଚ ପର୍ଯ୍ୟନ୍ତ ଯାଇପାରିବେ ଦର୍ଶକ
ଏକାଥରେ ୨୦୦ ଜଣ ପର୍ଯ୍ୟଟକ ଗ୍ୟାଲେରିକୁ ଯାଇପାରିବେ
ପ୍ରତିଦିନ ୧୫,୦୦୦ ହଜାର ପର୍ଯ୍ୟଟକ ଆସିବାର ଆଶା
୧୮୨ ମିଟର – ଷ୍ଟାଚ୍ୟୁ ଅଫ୍ ୟୁନିଟି (ଭାରତ – ୨୦୧୮)
୧୨୮ ମିଟର – ସ୍ପ୍ରିଙ୍ଗ୍ ଟେମ୍ପଲ୍ ବୁଦ୍ଧ (ଚାଇନା – ୨୦୦୮)
୧୨୦ ମିଟର – ଉସିକୁ ଦାଇବତ୍ସୁ (ଜାପାନ – ୧୯୯୩)
୨୦୧୦ରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣର ଯୋଜନା କରିଥିଲେ।
ନର୍ମଦା ନଦୀତଟରେ ସାଧୁ ବେଟ୍ ଟାପୁରେ ଏହି ପ୍ରତିମା ତିଆରି କରିବା ପାଇଁ ୨୯୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
କୃଷକଙ୍କ ଠାରୁ ପ୍ରାୟ ୭୦୦ ଟନ୍ ଲୁହା ଓ ପ୍ରାୟ ୩ ଲକ୍ଷ ମାଟିର ନମୁନା ନେଇ ତିଆରି ହୋଇଛି ମୂର୍ତ୍ତି।