କେଉଁ ଦେଶରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ହେଉଛି?

ଆତଙ୍କବାଦୀ ଆକ୍ରମଣରେ ୨୫,୬୭୩ ଲୋକେ ପ୍ରାଣ ହରାଇ ସାରିଛନ୍ତି

୨୦୧୫ ଅପେକ୍ଷା ୨୦୧୬ରେ ଆତଙ୍କବାଦରେ ମରିଥିବା ଲୋକଙ୍କ ସଂଖ୍ୟା ୧୩ ପ୍ରତିଶତ କମଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୫,୬୭୩ ଲୋକେ ମରିସାରିଛନ୍ତି କେବଳ ଆତଙ୍କବାଦ ପାଇଁ।

ସମ୍ବନ୍ଧିତ ଖବର