ୟାମାହାର ଏନ୍ମାକ୍ସ ଏରୋକ୍ସ ୧୫୫ ସ୍କୁଟର୍ ଖୁବ୍ ଲୋକପ୍ରିୟ ହୋଇଛି ଏବଂ ଚାହିଦାରେ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୩୯,୪୮୬ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୧୫୫ସିସି ଲିକ୍ବିଡ୍-କୁଲ୍ଡ ଇଂଜିନ୍ ୱିଥ୍ ଭିଭିଏ, ବ୍ଲୁଟୁଥ୍ କନେକ୍ଟିଭିଟି, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍, ସ୍ମାର୍ଟ ମୋଟର୍ ଜେନେରେଟର୍ ସିଷ୍ଟମ୍, ଅଟୋମେଟିକ୍ ଷ୍ଟପ୍ ଓ ଷ୍ଟାର୍ଟ ସିଷ୍ଟମ୍, ଡିଜିଟାଲ୍ ଫୁଏଲ୍ ମିଟର୍ ପରି ବୈଶିଷ୍ଟ୍ୟ ରହିଛି। ଏହାର ତେଲ ଟାଙ୍କି ଧାରଣ କ୍ଷମତା ହେଉଛି ୫.୫ ଲିଟର୍ ଏବଂ ଓଜନ ୧୨୬ କେଜି। ଏରୋକ୍ସ ୧୫୫ ସ୍କୁଟର୍ ମେଟାଲିକ୍ ବ୍ଲାକ୍ ଓ ଗ୍ରେ ଭର୍ମିଲିଅନ୍ ପରି ଦୁଇଟି ରଙ୍ଗରେ ଉପଲବ୍ଧ।
Yamaha Enmax Aerox 155: ୟାମାହା ଏନ୍ମାକ୍ସ ଏରୋକ୍ସ ୧୫୫
ୟାମାହାର ଏନ୍ମାକ୍ସ ଏରୋକ୍ସ ୧୫୫ ସ୍କୁଟର୍ ଖୁବ୍ ଲୋକପ୍ରିୟ ହୋଇଛି ଏବଂ ଚାହିଦାରେ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୩୯,୪୮୬ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୧୫୫ସିସି ଲିକ୍ବିଡ୍-କୁଲ୍ଡ ଇଂଜିନ୍ ୱିଥ୍ ଭିଭିଏ, ବ୍ଲୁଟୁଥ୍ କନେକ୍ଟିଭିଟି, ଟ୍ରାକ୍ସନ୍....
/sambad/media/media_files/2025/11/06/jgdjgjgd-2025-11-06-01-21-53.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)