ଆପଣ ଏ ଫଟୋଟିକୁ ନିଶ୍ଚୟ ଦେଖିଥିବେ। ଫେସ୍ବୁକ୍ରେ ପ୍ରାୟ ମଜାକିଆ ପୋଷ୍ଟ ପାଇଁ ଫଟୋଟିକୁ ବ୍ୟବହାର କରାଯାଏ। ଏହି ଫଟୋଟି ହେଉଛି ଇଣ୍ଡୋନେସିଆର ବାସ୍କେଟ୍ ବଲ୍ ଖେଳାଳି ୟୋ ମାଇଙ୍ଗ୍ଙ୍କର। ୟୋ ମାଇଙ୍ଗଙ୍କ ହସ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବାରୁ ଏହାକୁ ବ୍ୟବହାର କରାଯାଇଛି ଏବଂ ଲୋକ ଗ୍ରହଣ ବି କରିଛନ୍ତି।
ଆପଣ ଦେଖିପାରୁଥିବେ ଯେ ଏହି ଫଟୋଟିକୁ ଦେଖି ଚିତ୍ର କରାଯାଇଛି। ୨୦୦୯ ମସିହା ଏକ ସମ୍ମିଳନୀରେ ଦିନ ପ୍ରାୟ ୧.୨୯ ବେଳେ ଏକ ଭିଡିଓ ସୁଟ୍ ହୋଇଥିଲା। ସେହି ଭିଡିଓରେ ଦେଖିବାକୁ ମିଳିଥିଲା ୟୋ ମାଇଙ୍ଗ୍ଙ୍କ ହୃଦୟ ଖୋଲା ହସ। ୨୦୧୦ ମସିହା ଜୁଲା ୧୧ ତାରିଖରେ ଚିତ୍ରକର ଡାଉନ୍ଲୋଡ୍ ୟୋ ମାଇଙ୍ଗ୍ଙ୍କର ସେହି ଭିଡିଓର ହସକୁ ଚିତ୍ର କରି ରେଡିଫ୍ରେ ପୋଷ୍ଟ୍ କଲେ। ତାହା ପାଲଟିଗଲା ବିଶ୍ୱର ସବୁଠାରୁ ମଜାଦାରିଆ ଚିତ୍ର। ଚିତ୍ରଟି ବହୁ ଲୋକାଦୃଦ ହେବା ପରେ ଚିତ୍ରକର ଡାଉନ୍ଲୋଡ ସ୍ପଷ୍ଟ କରିଥିଲେ ଯେ ଚିତ୍ରଟି ସେ ଉକ୍ତ ଭିଡିଓର ସ୍କ୍ରିନ୍ ସଟ୍ ଫଟୋ ଦେଖି କରିଛନ୍ତି।
Source:Facebook