ଶ୍ରୀନଗର: ଗତ ଶନିବାର ଜମ୍ମୁ-କଶ୍ମୀର କୁଲଗ୍ରାମରେ ହୋଇଥିବା ଗୁଳି ବିନିମୟରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ । ଏହି ଗୁଳି ବିନିମୟରେ ୨ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଦୁଇ ସହିଦ ଯବାନଙ୍କ ମଧ୍ୟ ଜଣେ କମାଣ୍ଡୋ ସହିଦ ହୋଇଥିବା ବେଳେ ରାଷ୍ଟ୍ରିୟ ରାଇଫଲର ପ୍ରବୀଣ ଯଞ୍ଜାଲ୍ ସହିଦ ହୋଇଛନ୍ତି । ଖୁବ୍ କମ ବର୍ଷ ବୟସରେ ପ୍ରବୀଣ ମାଟି ମାଆ ପାଇଁ ଲଢ଼ି ସହିଦ ହୋଇଯାଇଛନ୍ତି ।
ଘରକୁ ୪୯,୦୦୦ ଟଙ୍କା ପଠାଇ ଅପରେସନକୁ ଯାଇଥିଲେ ପ୍ରବୀଣ: ହୋଇଗଲେ ସହିଦ
/sambad/media/post_attachments/wp-content/uploads/2024/07/Untitled-45.jpg)