ଜାତୀୟ ହକି ପାଇଁ ୪ ଓଡ଼ିଶା ଦଳ

ଓଡ଼ିଶା ବାଳିକା ଓ ପୁରୁଷ ପ୍ରସ୍ତୁତ

କଟକ/ଭୁବନେଶ୍ବର,: ଆସନ୍ତା ୩୧ ତାରିଖରୁ ଜାତୀୟ କନିଷ୍ଠ ମହିଳା ହକି ଓ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। କେରଳର କୋଲାମରେ ମହିଳା ଓ ମଧ୍ୟପ୍ରଦେଶର ଗ୍ବାଲିୟରରେ ପୁରୁଷ ଦଳର ପ୍ରତିଯୋଗିତା ଖେଳାଯିବ। ଏଥିଲାଗି ଓଡ଼ିଶାର ୪ ଦଳ ଘୋଷିତ ହୋଇଛି।

ଓଡ଼ିଶା ବାଳିକା ଦଳ
କୁମୁଦିନୀ ଲାକ୍ରା, ସୁନେଲି ଓରାମ, ମନୀଷା ମିଞ୍ଜ, ମମତା କିଣ୍ତୋ, ସରସ୍ବତୀ ଓରାମ, ସଙ୍ଗୀତା ତିର୍କୀ, ନିମାବତୀ ସି˚ହ (ଅଧିନାୟିକା), ଅବିନାଶା ମୁକ୍ତି ସୁରିନ୍‌, ଅବିମାଲ ବରଵା, ସରିତା କେର୍କେଟା, ଆଞ୍ଜିଲିନା ଖାଲ୍‌କୋ, ନେହା ଲାକ୍ରା, ନିତୁ ଲାକ୍ରା, ରଶ୍ମି କିଶାନ, ଆରତୀ ବିଲୁଙ୍ଗ, ମେରି କଣ୍ତୁଲାନା, ଜେଲିନ୍‌ ସୋରେଙ୍ଗ, ଦିପି ମୋନିକା ଟପ୍ପୋ।

ଓଡ଼ିଶା ପୁରୁଷ ଦଳ
ରେୟାଡାନ ଟୁଡୁ, ପଙ୍କଜ କୁମାର ରଜକ, ଦୀପସାନ ତିର୍କୀ, ସୁଧୀର ଏକ୍କା, କ୍ରୀଷ୍ଣା ତିର୍କୀ, ସୁମନ ଏସ୍‌. କିଣ୍ତୋ, ଦୀପକ ଜନ୍‌ କେର୍କେଟା (ଅଧିନାୟକ), ଗ୍ରେଗୋରୀ ଖେସ୍‌, ଚନ୍ଦ୍ରକାନ୍ତ ବାରିକ, ନୀଲମ ସଞ୍ଜୀବ ଖେସ୍‌, ଅଶ୍ବିନ୍‌ କୁଜୁର, ପ୍ରସାଦ କୁଜୁର, ରାକେଶ ଟେଟେ, ଶିଳାନନ୍ଦ ଲାକ୍ରା, ସୁମନ ବେକ୍‌, ଆଶିଷ କୁମାର ଟପ୍ନୋ, ସୁରଜ ମିଞ୍ଜ, ପ୍ରସନ୍ନ ତିର୍କୀ।

ଗାଙ୍ଗପୁର ଓଡ଼ିଶାର ଉଭୟ ଦଳ ମଧ୍ୟ ଘୋଷିତ ହୋଇଛି।
ଗାଙ୍ଗପୁର ଓଡ଼ିଶା ପୁରୁଷ ଦଳ: ରୋଶନ ମିଞ୍ଜ (ଅଧିନାୟକ), ବିଜୁ ଏକ୍କା (ଉପ ଅଧିନାୟକ), ଡେଭିଡ୍ ମିଞ୍ଜ, ଯୋଶେଫ ଟପ୍ପୋ,ଅମନ ମିରାଜ ତିର୍କି, ସୁମନ କୁଜୁର,ସଞ୍ଜୟ ଖାଲ୍‌କୋ, ଅଭିଷେକ ଲାକ୍ରା, ଷ୍ଟାନଲି ଭିକ୍ଟର ମିଞ୍ଜ, ରାଜିନ କଣ୍ଡୁଲନା,ମନୋଜ କିଣ୍ଡୋ, ସତୀଶ ଏକ୍କା, ମନୋଜ ଜୋଜୋ, ଆକାଶ କୁଜୁର, ଅମନଦୀପ ଲାକ୍ରା, ସୁଦୀପ ଲାକ୍ରା, ବିଶାଲ ମିଞ୍ଜ, ସୁଶାନ୍ତ ତିର୍କି। ବିଜୟ କୁମାର ଲାକ୍ରା (ପ୍ରଶିକ୍ଷକ), ବେଲ୍‌ସାଜର ହିରୋ (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର