ବାସନ୍ଦ ଅବଧି ସରିଲା, ଅଷ୍ଟ୍ରେଲିଆର ନେତୃତ୍ବ ନେଇ ପାରିବେ ସ୍ମିଥ୍

ସିଡନି: କେପଟାଉନ୍ ଟେଷ୍ଟର ବଲ୍ ବିକୃତ ବିବାଦ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପଦରୁ ବିଦା ହୋଇଥିଲେ ତାରକା ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍। କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ବର୍ଷକ ପାଇଁ ସମସ୍ତ ପ୍ରକାର କ୍ରିକେଟ୍‌ରୁ ବାସନ୍ଦ କରିବା ସହ ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଅଧିନାୟକ ପଦକୁ ଫେରିବା ଉପରେ ଅଙ୍କୁଶ ଲଗାଇଥିଲା। ଏବେ ଏହି ଅବଧି ଶେଷ ହୋଇ ଯାଇଛି। ସେଥିପାଇଁ ସ୍ମିଥ୍ ଆସନ୍ତା ସମୟରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପଦକୁ ଫେରିବାର ଆଶା ସଂଚାର ହୋଇଛି।

ସମ୍ବନ୍ଧିତ ଖବର